ବିଦ୍ୟୁତ ସଂଯୋଗ ହେବ ତ ଏମିତି 

0

ନାରୁପଡା ଗ୍ରାମକୁ ଅଭୀନବ ଉପାୟରେ ବିଦ୍ୟୁତ ସଂଯୋଗ l

ରେଙ୍ଗାଲି,ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଶିଳ୍ପ ସମୃଦ୍ଧ ସମ୍ବଲପୁର ଜ଼ିଲ୍ଲାର  ରେଙ୍ଗାଲି ବ୍ଲକ ବମାଲୋଇ ପଞ୍ଚାୟତ ଢର୍ରୋପାଣି ଗ୍ରାମରୁ ଘିଚାମୁରା ପଂଚାୟତ ନାରୁପଡା ଗ୍ରାମକୁ ଅଭୀନବ ଉପାୟରେ ବିଦ୍ୟୁତ ସଂଯୋଗ ହୋଇଛି l ଆପଣ ଦେଖୁଥିବା ଏହି ବିଦ୍ୟୁତ ଖୁଣ୍ଟ ସିମେଣ୍ଟ ନୁହେଁ l ଏହା କାଠରେ ନିର୍ମିତ  ବିଦ୍ୟୁତ ଖୁଣ୍ଟ l  ଦୀର୍ଘ ଛଅ ମାସରୁ ଉର୍ଦ୍ଧ ହେବ ଏଠାରେ ଏହି ଅଭିନଵ ଉଦ୍ୟମରେ ବିଦ୍ୟୁତ ବିଭାଗ ବିଦ୍ୟୁତ ସଂଯୋଗ କରିଛି l ତେବେ, ସମ୍ବଲପୁର ବିଦ୍ୟୁତ  ବିଭାଗର ନିଘୋଡ ନିଦ୍ରା କେବେ ଭାଙ୍ଗୁଛି ଦେଖିବା ବାକି ରହିଲା l

 

Leave A Reply

Your email address will not be published.