ଜିଲ୍ଲା ସ୍ତରୀୟ ବିଶ୍ବ ଦୃଷ୍ଟି ଦିବସ ଏବଂ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ  କାର୍ଯ୍ୟାଳୟ  ପରିସରରେ ଜିଲ୍ଲା ଅନ୍ଧତ୍ବ ନିୟନ୍ତ୍ରଣ ସମିତି ପକ୍ଷରୁ ବିଶ୍ବ ଦୃଷ୍ଟି ଦିବସ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ କାର୍ଯ୍ୟକ୍ରମ…

ଜିଲ୍ଲାପାଳଙ୍କ ଗଙ୍ଗାବାଡ଼ ପଞ୍ଚାୟତ ଅଞ୍ଚଳ ପରିଦର୍ଶନ 

    ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାପାଳ ଅନୁପମ ଶାହା ଶୁକ୍ରବାର  ଦିନ "ତିତିଲି" ପ୍ରଭାବିତ ତଥା ସର୍ବାଧିକ କ୍ଷତିଗ୍ରସ୍ତ ଓ ଜୀବନ ହାନି  ହୋଇଥିବା ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ଼ ପାଞ୍ଚୟତର ବିଭିନ୍ନ ଗ୍ରାମ ର ପରିଦର୍ଶନ କରିଥିଲେ ।…

ଜଗତସିଂହପୁରରେ  ପର୍ଯ୍ୟଟନ ପର୍ବ ପାଳିତ 

ଜଗତସିଂହପୁର:(ରମେଶ ମହାନ୍ତି):-ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତି ପାଳନ ଅବସରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ପର୍ବ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ସଂନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏକ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଭଜନ…

ବରପାଲି : ଛତିଶଗଡି ଗାଡିରୁ 19 ଲକ୍ଷ ଟଙ୍କା ଜବତ

ବରଗଡ :- ବରପାଲି ଥାନା ଚାରିବଙ୍ଗଳା ଛକ୍ ଠାରେ ଏସ ଏସ ଟିମ ପୋଲିସ ନାକା ଟିମ ଠାରେ ଅପରାହ୍ନ ୪ ଟା ୩୦ରେ ଇଲେକ୍ସନ ଏକଯ୍ୟୁଟିଭ ମାଜିଷ୍ଟ୍ରେଟ ସତ୍ୟ ନାରାୟଣ ମେହେର ଓ ପୋଲିସ ସହାୟତାରେ ନିର୍ବାଚନ ପାଇଁ ତଦନ୍ତ କରାଯାଉଥିବା ଯାନବାହାନ ସମୟରେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ପଟୁ ଆସୁଥିବା…

ନିରାମୟ ଯୋଜନା ବିପର୍ଯ୍ୟସ୍ତ: ରୋଗୀଙ୍କୁ ଔଷଧ ଦେବା ବଦଳରେ ଫିଙ୍ଗା ଯାଉଛି ଲକ୍ଷ ଲକ୍ଷ ଟଙ୍କାର ମେଡିସିନ

ବାରିପଦା(ଦିଲ୍ଲୀପ ମହାନ୍ତି)-ମୟୁରଭଞ୍ଜ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଏବେ ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ। କୋଉଠି ଆମ୍ବୁଲାନ୍ସରେ ତେଲ ଅଭାବ ପାଇଁ କାହାର ଜୀବନ ଯାଉଛି ତୋ  କୋଉଠି ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁବରଣ କରୁଛି । ତେବେ ଔଷଧ ଅଭାବରୁ କାହାକୁ ମାରିବାକୁ ଦିଆଯିବନି ବୋଲି…

ଝାରପୋଖରିଆ ପୋଲିସକୁ ବଡ଼ ସଫଳତା

ସାରସକଣା-- ଝାରପୋଖରିଆ ପୋଲିସ କୁ ମିଳିଛି ଏକ ବଡ଼ ସଫଳତା।ଏକ ହତ୍ୟା ଘଟଣା ରପର୍ଦାଫାସ କରି ଦୁଇଜଣ ହତ୍ୟାକାରୀ କୁ ଗିରଫ କରିବାରେ ସକ୍ଷମ ହେଇଛି।   ସୂଚନା ଅନୁସାରେ  ଝାରପୋଖରିଆ ଥାନା ଯୋକା-କପାଡ଼ିହା ରାସ୍ତାମଝିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତି ର ମୃତ ଦେହ  ଗତ ୯ତରିଖ …

ରାଜବୋଡାସମ୍ବର ବ୍ଲକରେ ବିଜେଡିର ସଭ୍ୟସଂଗ୍ରହ ଅଭିଯାନ ଓ ପଦଯାତ୍ରା

ପଦ୍ମପୁର/ଶାସକପ୍ରଶାସକ-ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହାଙ୍କ ନେତୃତ୍ୱରେ ଏକ ସଭ୍ୟ ସଂଗ୍ରହ ଅଭିଯାନ ତଥା ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବିରିପାଲି ଠାରୁ ଶୈବପୀଠ କଣ୍ଠେଶ୍ବର ପୁର ପର୍ଯ୍ୟନ୍ତ ଜନସମ୍ପର୍କ…

ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ରୋକ.

Junagarh/ Aditya Mohanty: କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ଭଇରିଗୁଡା ଗ୍ରାମ ରେ ଜୁନାଗଡ଼ ମଦ ଭାଟି ପଡl ର ଜଣେ  ବବିତା  ନାୟକ ନାମ୍ନୀ ଯୁବତୀ ନିଜ ସମ୍ପର୍କୀୟ ଭଉଣୀ ଘରେ  ଗତ ସେପ୍ଟେମ୍ବର ୧୪ ତାରିଖ ଦିନ ଆତ୍ମହତ୍ୟା କରିଥିଲେ ! ଏହା କୁ ନେଇ ଜୁନାଗଡ଼ ଥାନା ରେ ଏକ…

“କୃଷିବିଜ୍ଞାନ ଶିକ୍ଷାକ୍ଷେତ୍ରରେ ନୂତନ ଯୁଗର ଅୟମାରମ୍ଭ’: : ମନ୍ତ୍ରୀ ଡ. ସାହୁ

କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଫିଲିପାଇନ୍ସ ଗସ୍ତ ; ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ ଡ. ସାହୁ ଭୁବନେଶ୍ୱର,: ଶିକ୍ଷାଦାନ ଓ ଗବେଷଣା ମାନରେ ଉନ୍ନତି ଆଣି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଏକ ଉତ୍କର୍ଷ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପରିପ୍ରେକ୍ଷୀରେ…

ଦୀପ ଲିଭିବା ପୂର୍ବରୁ ଜୋରରେ ଜଳିବାର ବେଳ ଆସିଯାଇଛି : ଧର୍ମେନ୍ଦ୍ର 

 ବିଜେପୁରର ଦାୟିତ୍ୱ ନେବା କହି ଅଂଚଳବାସୀଙ୍କୁ ପ୍ରତାରିତ କରିଛନ୍ତି ମୁଖ୍ୟମନ୍ତ୍ରୀ  ମୁଖ୍ୟମନ୍ତ୍ରୀଙ୍କ ଶାସନ ବ୍ୟବସ୍ଥା ମିଛ ତଥ୍ୟ ଆଧାରରେ ଅଛି  ମୁଖ୍ୟମନ୍ତ୍ରୀ ସାଧାରଣ ନିର୍ବାଚନରେ ଦେଇଥିବା ଗୋଟିଏ ପ୍ରତିଶ୍ରୁତି ପୂରଣ କରିନାହାନ୍ତି  ମୁଖ୍ୟମନ୍ତ୍ରୀଙ୍କୁ ଭରସା କରିବା…