ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାଜପୁର ଜନସାଧାରଣ

16

 ଭୁବନେଶ୍ୱର (ଶାସକ ପ୍ରଶାସକ) ମା ବିରଜାଙ୍କ ମନ୍ଦିରର ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଥିବା ଯୋଗୁ ଏହି ପଦକ୍ଷେପକୁ ଯାଜପୁରର ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି | ଆଜି ଏହି ପରିପ୍ରେକ୍ଷୀରେ ଭବ ପ୍ରସାଦ ଦାସ, ସନ୍ତୋଷ ମଲ୍ଲିକ ଓ ଦେବୀ ପ୍ରସାଦ ପାଣିଙ୍କ ନେତୃତ୍ୱରେ ଯାଜପୁରର ଶହ ଶହ ଜନସାଧାରଣ ନବୀନ ନିବାସ ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି କୃତଜ୍ଞତା ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି | 

Leave A Reply

Your email address will not be published.