ବିଜେପୁର ସମର : ରଣସଜ୍ଜା ଜୋରଦାର, କାଲି ବିଜେ ହେବେ ମାନ୍ୟବର 

ଆସନ୍ତା କାଲି ଦୁଇ ଦିନିଆ ବିଜେପୁର ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ପ୍ରାୟ ୪୩ ଟି ଜାଗାରେ କରିବେ ପଥପ୍ରାନ୍ତ ସଭା  ବରଗଡ :- ବିଜେପୁର ଉପନିର୍ବାଚନ କୁ ଆଉ ମାତ୍ର ଚାରିଦିନ ବାକି ରହିଲା । ବିଜେଡି ର ଦଲୀୟ ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ଙ୍କର ସପକ୍ଷରେ ପ୍ରଚାର କରିବା ପାଇଁ କଲି ଠାରୁ…

ବ୍ରାହ୍ମଣୀ ଗାଁ ରେ ହାତୀ ଉପଦ୍ରବ ଫସଲ  ନଷ୍ଟ। 

ବଲାଙ୍ଗିର (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର): ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ରେ ଗତ ରାତି ସ୍ଥାନୀୟ ଜଙ୍ଗଲରୁ ହାତୀପଲ ଆସି ଫସଲ ନଷ୍ଟ କରିଥିବା ଜଣାପଡିଛି। ଫଲରେ ଏହି ଅଞ୍ଚଳରେ ଭୟ ର ବାତାବରଣ ସୃଷ୍ଟି ହୋଇଛି। ଏଥିରେ ରାମଚନ୍ଦ୍ର କୁଦେଇ, ମୁରାରି…

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ମାନିଲେ, ଅନଗ୍ରସର ଶିଶୁଙ୍କ ଗହଣରେ ସମୟ କାଟିଲେ ମନ୍ତ୍ରୀ ଅଶୋକ ଓ ବିଧାୟକ ସୁଶାନ୍ତ 

ଭୁବନେଶ୍ୱର, (ଗିରିଜା ଶଙ୍କର ଦାଶ) : ତାଙ୍କ ଜନ୍ମଦିନରେ  ନବୀନ ନିବାସ ନଆସି ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାଙ୍କ ପାଇଁ କାମ କରିବାକୁ ମୁଖ୍ୟାଂମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ ତାଙ୍କ ସମର୍ଥକ ଓ ଶୁଭେଛୁଙ୍କୁ | ଏପରିକି କେବଳ ତାଙ୍କ ଜନ୍ମ ଦିନ ନୁହେଁ ସମସ୍ତେ ନିଜ ନିଜ…

ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ

Junagarh/ Aditya mahanty: ଆଜି ସମଗ୍ର ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ପାଳନ କରାଯାଉଛି । ଏହି ଅବସରରେ ଆଜି ଜୁନାଗଡ ବିଜୁ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜୁନାଗଡ ସ୍ଥିତ ସସ୍କୃତି ଭବନ ପରିସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…

ପୋଲିସ ASI ଙ୍କର ଉପରେ କାର୍ଯନୁଷ୍ଠାନ ଓ ମଦ ବନ୍ଦ କରିବା ପାଇଁ ରାସ୍ତ ଅବରୋଧ କଲେ ଗ୍ରାମ ବାସୀ

ବରଗଡ :- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ବରିହାପୁଖାପାଣି ଗ୍ରାମର ଶତାଧିକ ମହିଳା ମାନେ ପଦ୍ମପୁର ଗାଇସିଲେଟ ରାସ୍ତାକୁ ଜାମ କରିଦେଇଛନ୍ତି । ଗ୍ରାମ ବାସୀ ଙ୍କର ସୂତ୍ରରୁ ପ୍ରକାଶ ଯେ ସେହି ଗ୍ରାମର କିଛି ଲୋକ ଅବୈଧ ମଦ କାରବାର କରିବା ଦ୍ୱରା ଗ୍ରାମରେ ସବୁବେଳେ ଉତ୍ତେଜନା ଲାଗିରହିଥିବା…

ଖିଜିନିର ଲାଗି ଉସୋ ନାଇନ : ସୁଶାନ୍ତ ସିଂ

ନବୀନ ସରକାର କଥାରେ ନୁହେଁ,କାମରେ ବିଶ୍ୱାସ କରେ ବିରୋଧୀ ଙ୍କର ପାଖରେ ନିର୍ବାଚନ ଲଢ଼ିବାର କୋଣସି ମୁଦ୍ଦା ନାହିଁ ବିରୋଧୀ ଏଠି ଶସ୍ତା ରାଜନୀତି କରୁଛନ୍ତି  ବରଗଡ :- ବର୍ତ୍ତମାନ ବିଜେପୁର ଉପନିର୍ବାଚନ କୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଚାଲିଛି । ଏହା ଭିତରେ ରାଜନୈତିକ ଦଳ ମାନଙ୍କର…

ଇନ୍ଡୋର ବ୍ୟାଡମିଣ୍ଟନ ଓ ଆଉଟଡୋର ଷ୍ଟଡିୟମ ପରିଦର୍ଶନ କଲେ ବିଧାୟକ

ନୂତନ ମେଡିକାଲ କଲେଜ ହସପିଟାଲ କୋଠା ଓ ଖେଳ ପଡିଆ ହେଲା ଜାଗା ନିରୁପଣ ବଲାଙ୍ଗୀର/ନିରୋଜ ମିଶ୍ର :  ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ପଡିଆରେ ନିର୍ମାଣଧିନ ଇନ୍ଡୋର ବ୍ୟାଡମିଣ୍ଟର ଷ୍ଟଡିୟମ ଓ ଆଉଟଡୋର ଷ୍ଟାଡିୟମର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଜାଣିବା ପାଇଁ ବଲାଙ୍ଗିର ବିଧାୟକ ନରସିଂହ…

ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ମହତ୍ୱପୂର୍ଣ୍ଣ ଋଣନୈତିକ ଭୂମିକାରେ ଉଭା ହେଉଛି ଭାରତ – ଧର୍ମେନ୍ଦ୍ର ପ୍ରଧାନ

ଇଣ୍ଡିଆନ୍ ଏନର୍ଜି ଫୋରମର ତୃତୀୟ ସଂସ୍କରଣରେ କେନ୍ଦ୍ରମନ୍ତ୍ରୀ  ଆଗାମୀ ଦିନରେ ବିଶ୍ୱର ଉର୍ଜା ରୂପାନ୍ତରଣକୁ ବହୁଳ ଭାବରେ ପ୍ରଭାବିତ କରିବ ଭାରତ  ୨୦୩୦ ସୁଦ୍ଧା ଅକ୍ଷୟ ଉର୍ଜା କ୍ଷମତାକୁ ୪୫୦ ଜିଗା ୱାଟ୍ ବୃଦ୍ଧି କରାଯିବ  ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ କରିବାରେ…

ବିଜେପୁର ରେ ପୋଲିସର ଫ୍ଲାଗମାର୍ଚ୍ଚ

 ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ରାଜନୈତିକ ଦଳ ମାନଙ୍କର ପ୍ରଚାର କାର୍ଯ୍ୟକ୍ରମ ଯେଭଳି ତୀବ୍ର ହେଉଛି ସେହିଭଳି ଉପନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ କରାଇବା ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ବରଗଡ଼ SP ପଦ୍ମିନୀ ସାହୁ ଙ୍କର…

ସ୍ୱାସ୍ଥ୍ୟ ସେବାର ବାସ୍ତବ ଚିତ୍ରକୁ ଲୁଚାଇବା ପାଇଁ ନୂଆ ନୂଆ ଭେଳିକି ଦେଖାଉଛନ୍ତି ରାଜ୍ୟ ସରକାର : ବିଜେପି

ରାଜ୍ୟର ସ୍ୱାସ୍ଥ୍ୟସେବାର ଦୁର୍ଗତି ପ୍ରସଙ୍ଗ •କୌଣସି ବ୍ୟବସ୍ଥା ନକରି ନିଜ ଦୋଷ ଘୋଡାଇବାକୁ ଏସଡିଏମଓଙ୍କୁ ନିଲମ୍ବିତ ଏକ ଡ୍ରାମା •ଗତ ବର୍ଷ ତୁଳନାରେ ଓଡିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ୩.୪୬ ପ୍ରତିଶତ ପଛେଇବା ନୀତିଆୟୋଗ ରିପୋର୍ଟ କହିଛି  •ଟୀକା ଦାନ,  ପ୍ରସବ, ଟିବି ରୋଗ ଚିହ୍ନଟ ଓ…