ହୋଲି ଖେଳିବେ ନାହିଁ ରାଜ୍ୟପାଳ

0 2

ଭୁବନେଶ୍ୱର(ଶାସକ ପ୍ରଶାସକ): ହୋଲି ମିଳନ ଯୋଗୁଁ କରୋନା ଭାଇରସ୍ ସଂକ୍ରମଣର ଆଶଂକା ଥିବାରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚଳିତ ବର୍ଷ ହୋଲି ଖେଳିବେ ନାହିଁ କି କୌଣସି ହୋଲି ମିଳନ,ଉତ୍ସବାଦିରେ ଯୋଗ ଦେବେ ନାହିଁ । ଭୟାବହ କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ନିମନ୍ତେ ପ୍ରତ୍ୟେକ ସତର୍କତାମୂଳକ ପଦକ୍ଷେପ ନେବା ସହ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି 

Leave A Reply

Your email address will not be published.