କଂସ ପ୍ରତାପରେ ଥରିବ ମଥୁରା ଓ ଗୋପ ନଗରୀ : ଦିନ କେଇଟା ବାକି, ଚାଲିଛି ଆଖଡ଼ା( PLS SEE VIDEO)
ବରଗଡ :- ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବ ବିଶ୍ୱର ସର୍ବ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଏହି ଧନୁଯାତ୍ରା ସମୟରେ ଦୀର୍ଘ ଏଗାର ଦିନ ବରଗଡ଼ ମଥୁରା ନଗରୀରେ ଓ ଅମାପାଳି ଗୋପପୁର ରେ ପରିଣତ ହେଇଯାଏ । ବରଗଡ଼ ଓ ଅମ୍ବାପାଲି ମଝିରେ ବହି ଯାଇଥିବା ଜୀରାନଦୀ…