ମାଣ୍ଡିଆଢିପା ଧନୁଯାତ୍ରା କମିଟୀ ବୈଠକ
ପଦ୍ମପୁର,(ଶାସକ ପ୍ରଶାସକ):ପାଇକମାଲ ବ୍ଳକ ଅନ୍ତର୍ଗତ ମାଣ୍ଡିଆଢିପା ଧନୁଯାତ୍ରା କମିଟୀର ସଭାପତି ଡୋଲାମଣି ମାହାରଙ୍କ ସଭାପତିତ୍ବରେ ଚଳିତ ବର୍ଷ ଧନୁଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଧନୁଯାତ୍ରା କମିଟୀର ବରିଷ୍ଠ ସଦସ୍ୟ ଶୁଭ କନ୍ଦାଙ୍କ ଦେହାନ୍ତ ହୋଇ ଯାଇଥିବାରୁ ଏକ…