ସେପଟେ ଅମ୍ଫାନରର ତାଣ୍ଡବ, ଏପଟେ ମଣିଷ ସାଜିଲା ଅମାନବ
ଘରେ ପଶି ନାବାଳିକାକୁ ଅସଦାଚରଣ , ଅଭିଯୁକ୍ତ ଯୁବକ ଗିରଫ
ବାରିପଦା/ ଦିଲ୍ଲୀପ ମହାନ୍ତି :- ସାମୁଦ୍ରିକ ଝଡ ଅମ୍ଫାନ ତାଣ୍ଡବ ରଚିଥିବା ବେଳେ ବାରିପଦା ଟାଉନ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ନାବାଳିକା ଘର ଭିତରେ ରହିଥିବା ବେଳେ ଏକ କାମୁକ ଯୁବକ ଘରେ ପଶି ଅଶାଳୀନ…