ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ୪ ଟି କରୋନା ପଜିଟିଭ ଚିହ୍ନଟର ସୂଚନା ଦେଲେ ଜିଲ୍ଲାପାଳ 

http://www.youtube.com/watch?v=gnwMTE1GodU  ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ   ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗ୍ରୀନ୍ ଜୋନରେ ରହିଥିବାଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ୪ ଗୋଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଭିଡିଓ ମାଧ୍ୟମରେ…

 କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ପରେ କେନ୍ଦୁପତ୍ର ସଂସ୍ଥାରୁ ଛଟେଇ ୧୩୬ ଜଣ ଚପରାସୀଙ୍କୁ ନିଯୁକ୍ତି ମିଳିଲା

ବରଗଡ଼:  ଦୀର୍ଘ ବର୍ଷ ଧରି କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ମୁନସୀ, ଚପରାସୀ ମାନଙ୍କୁ କରୋନା ମହାମାରୀ ସମୟରେ କାର୍ଯ୍ୟରୁ ଛଟେଇ କରି ଦିଆଯାଇଥିବା ନେଇ ରାଜ୍ୟ ରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା  । ରାଜ୍ୟ ସରକାର ସିଜିନାଲ କର୍ମଚାରୀ ଙ୍କ ଦରମା ବୃଦ୍ଧି ସହ ଛଟେଇ ହୋଇଥିବା…

ଲକ ଡାଉନ ବେଳେ ମାହାର ପରିବାରର ଜୀବିକା କ୍ଷତିଗ୍ରସ୍ତ : ସହାୟତା ପାଇଁ ରାଜ୍ୟ ସରକାରଙ୍କ ଠାରେ ଗୁହାରି 

ବରଗଡ଼(ଶାସକ ପ୍ରଶାସକ):  ପଦ୍ମପୁର ଅଞ୍ଚଳରେ ବାଉଁଶ ଦ୍ବାରା ଭୂଗା,ଟୁପା,କୁଲା,ଭୁଗୁଳି,ଡଲା,ତାଟିଆ,ଧୁକୁନା,ଚାଳ ବାଡା ନିର୍ମାଣ କରି ଚଳୁଥିବା ପାଖାପାଖି ୧ ହଜାର ପରିବାର ଲକ୍ ଡାଉନ ଚାଲିଥିବାରୁ ୨ ମାସ ହେବ ନିଜର ଜୀବିକା ହରାଇ ବସିଛନ୍ତି  । ବାହାଘର,ବ୍ରତ,ମନ୍ଦିର ପୂଜା ବିଧି କାର୍ଯ୍ୟ…

  ଧନୁପାଲୀ ଉପ ଡାକଘର ସମ୍ଭୁଖରେ ସମ୍ବଲପୁର ଡାକ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଦେଶବ୍ୟାପୀ ୧0 ଟି କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ, ରାଜ୍ୟ ଶ୍ରମିକ ସଂଗଠନ ତଥା  କେନ୍ଦ୍ରୀୟ କର୍ମଚାରୀ ଓ ଶ୍ରମିକ  କ୍ରିୟାନୁଷ୍ଠାନ କମିଟି  ଆହ୍ଵାନ କ୍ରମେ  ନେସନାଲ ଫେଡେରେସନ ଅଫ ପୋଷ୍ଟାଲ ଏମ୍ପ୍ଲୋଏଜ (ନଏଫପିଇ) ସମ୍ବଲପୁର ମଣ୍ଡଳ ପକ୍ଷରୁ ଆଜି ସହରରେ…

 କରୋନାରୁ  ସୁସ୍ଥ ହେଲେ ୬୧ 

ଭୁବନେଶ୍ୱର :  ରାଜ୍ୟରେ ଆଉ ୬୧ ଜଣ କରୋନା ଜାଲରୁ ମୁକ୍ତି ପାଇଛନ୍ତି | ସେମାନଙ୍କ ମଧ୍ୟରେରେ ଅଛନ୍ତି ଗଂଜାମରୁ ୪୧, ବାଲେଶ୍ୱରରୁ ୧୫, ରାଉରକେଲାରୁ ୨ ଜଣ ଓ ଭଦ୍ରକ, ମୟୁରଭଞ୍ଜ ଓ ଯାଜପୁରରୁ ଜଣେ ଲେଖାଏ | ଫଳରେ ସୁସ୍ଥ ଲୋକଙ୍କ ସଂଖ୍ୟା ୪୯୭କୁ ବୃଦ୍ଧି ପାଇଛି | ବର୍ତ୍ତମାନ ରାଜ୍ୟରେ…

“ପ୍ରଧାନମନ୍ତ୍ରୀ ପ୍ରଶଂସା କରି ଗଲାବେଳେ ଏଠି ବିଜେପି ନେତାଙ୍କ ବୟାନ ବାଜି ସ୍ପୃହଣୀୟ ନୁହେଁ”

 http://www.youtube.com/watch?v=MJO6RmIetjw  ଭୁବନେଶ୍ୱର (ଶାସକ ପ୍ରଶାସକ) :  ବାତ୍ୟା ଅମ୍ପନ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚ ପ୍ରଶଂସା କରୁଥିବା ବେଳେ ମିଳିତ ଭାବେ ଏ ପରିସ୍ଥିତିକୁ ମୁକାବିଲା କରିବା ପରିବର୍ତ୍ତେ…

ବଲାଙ୍ଗୀର ଜିଲ୍ଲାରେ ଆଉ ଜଣେ କୋରୋନା ସଂକ୍ରମିତ।

ବଲାଙ୍ଗୀର , ଟିଟିଲାଗଡ (ଗୌରବ ଦର୍ଜୀ) : ବଲାଙ୍ଗୀର ଜିଲ୍ଲାରେ ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଆଉ ଜଣେ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ସଇଁତଳା ବ୍ଲକ ଅନ୍ତର୍ଗତ ଟିକ୍ରାପଡ଼ା ଗ୍ରାମପଂଚାୟତର ଫଟମୁଣ୍ଡା ଗ୍ରାମର ବୋଲି ପ୍ରଶାସନ ତରଫରୁ ସୂଚନା…

କରୋନା ଯୋଦ୍ଧା ଅଙ୍ଗନୱାର୍ଡ, ଆଶା କର୍ମୀଙ୍କୁ ପାଦଧୋଇ ସମ୍ବର୍ଦ୍ଧନା ଦେଲେ ପୂର୍ବତନ ବିଧାୟକ

ମେଲଛାମୁଣ୍ଡା(ମନୋଜ ଭୋଇ)-ବରଗଡ ଜିଲ୍ଳା ପଦ୍ମପୁର ବ୍ଳକ ଅର୍ନ୍ତଗତ ଜମଲା ଗ୍ରାମରେ ଶୁକ୍ରବାର ପଦ୍ମପୁର ବିଜେପି ତରଫରୁ କରୋନା ସଂର୍ପକିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ଏଥିରେ ନିଜର ଜୀବନକୁ ବାଜି ଲଗାଇ କରୋନା ଯୁଦ୍ଧରେ ନିଜକୁ ସାମିଲ କରି ଜନସାଧାରଣଙ୍କୁ ସୁରକ୍ଷା…

ନୂଆ ୮୦ ସହ କରୋନା ପଜିଟିଭ ପହଁଚିଲା ୧୨୬୯ରେ

ଗଜପତି- ନବରଙ୍ଗପୁରରେ ପଶିଲା କରୋନା  ଭୁବନେର(ଶାସକ ପ୍ରଶାସକ) -ନୂଆ ୮୦ ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନା ପଜିଟିଭ ପହଁଚିଲା ୧୨୬୯ରେ | ଏଯାବତ ୪୩୬ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଅଛନ୍ତି ୮୨୬ରେ | ଏଯାବତ ପ୍ରାଣ ହରାଇଲେଣି ୭ ଜଣ | ଆଜିର ଆକ୍ରାନ୍ତଙ୍କ ଭିତରେ ବାଲେଶ୍ୱରରେ  ୩,…

୧୫ ଯୋଡା ଟ୍ରେନ ପାଇଁ ଟିକେଟ ବୁକିଂ ପଦ୍ଧତିରେ ସଂଶୋଧନ କଲା ଭାରତୀୟ ରେଳ

• ଏସବୁ ଟ୍ରେନଗୁଡିକରେ ଆଗୁଆ ସଂରକ୍ଷଣ ଅବଧି ୭ ରୁ ୩୦ଦିନକୁ ବୃଦ୍ଧି •  ୨୪  ମେ’ ଠାରୁ ହେବାକୁ ଥିବା ବୁକିଂ ଏବଂ ୩୧ ମେ’ ଠାରୁ ଚାଲିବାକୁ ଥିବା ଟ୍ରେନ ପାଇଁ ହେବ ଲାଗୁ ହେବ ଏହି ପରିବର୍ତ୍ତନ ଭୁବନେଶ୍ୱର(ଶାସକ ପ୍ରଶାସକ): ମେ’ ୧୨, ୨୦୨୦ରୁ ଭାରତୀୟ ରେଳ ପକ୍ଷରୁ ୧୫ ଯୋଡା ସ୍ଵତନ୍ତ୍ର…