ନୂଆ ୮୦ ସହ କରୋନା ପଜିଟିଭ ପହଁଚିଲା ୧୨୬୯ରେ

0

ଗଜପତି- ନବରଙ୍ଗପୁରରେ ପଶିଲା କରୋନା 

ଭୁବନେର(ଶାସକ ପ୍ରଶାସକ) -ନୂଆ ୮୦ ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନା ପଜିଟିଭ ପହଁଚିଲା ୧୨୬୯ରେ | ଏଯାବତ ୪୩୬ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଅଛନ୍ତି ୮୨୬ରେ | ଏଯାବତ ପ୍ରାଣ ହରାଇଲେଣି ୭ ଜଣ | ଆଜିର ଆକ୍ରାନ୍ତଙ୍କ ଭିତରେ ବାଲେଶ୍ୱରରେ  ୩, ବଲାଙ୍ଗୀର ୧, କଟକରେ ୧, ଗଜପତିରେ ୪, ଗଂଜାମରେ ୧୯ ଜଣ, ଯାଜପୁର ୧୪, ଝାରସୁଗୁଡା ୩, କନ୍ଧମାଳ  ୨ଜଣ , ମାଲକାନଗିରିରେ ୫ ଜଣ, ନବରଙ୍ଗପୁର ୧ଜଣ, ନୟାଗଡ ୫, ପୁରୀ ୧୭ , ସୁନ୍ଦରଗଡରେ ୫ ଜଣ  ଜଣ ଅନ୍ତର୍ଭୁକ୍ତ | 

Leave A Reply

Your email address will not be published.