କରୋନାରୁ  ସୁସ୍ଥ ହେଲେ ୬୧ 

0

ଭୁବନେଶ୍ୱର :  ରାଜ୍ୟରେ ଆଉ ୬୧ ଜଣ କରୋନା ଜାଲରୁ ମୁକ୍ତି ପାଇଛନ୍ତି | ସେମାନଙ୍କ ମଧ୍ୟରେରେ ଅଛନ୍ତି ଗଂଜାମରୁ ୪୧, ବାଲେଶ୍ୱରରୁ ୧୫, ରାଉରକେଲାରୁ ୨ ଜଣ ଓ ଭଦ୍ରକ, ମୟୁରଭଞ୍ଜ ଓ ଯାଜପୁରରୁ ଜଣେ ଲେଖାଏ | ଫଳରେ ସୁସ୍ଥ ଲୋକଙ୍କ ସଂଖ୍ୟା ୪୯୭କୁ ବୃଦ୍ଧି ପାଇଛି | ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ ଛୁଇଁଥିବା ବେଳେ  ସକ୍ରିୟ ରହିଛନ୍ତି ୭୬୫ ଜଣ | ୭ ଜଣ ଏଯାବତ ପ୍ରାଣ ହରାଇଛନ୍ତି | 

Leave A Reply

Your email address will not be published.