ସତଯେ, ହେଲେ ଏ ବାଇଡଙ୍କ କଥା ଜମା ଦିହକୁ ନେବେନି 

ମିଳିମିଶି ଖାଇଲେ : ଆହା କି ସ୍ବର୍ଗୀୟ ଦୃଶ୍ୟ ନ ଦେଖିଲା ଏ ଚର୍ମ ନେତ୍ର ! ୟାଙ୍କଠୁ ଶିଖିବା କଥା, ସମ୍ପର୍କ କଣ---ପ୍ରେମ କଣ---ଭାଇଚାରା କଣ ଆଉ ରାଜନୀତି ବି କଣ ଫୋଟଟା ଉପରେ ଦେଖିକି  ଆପଣମାନେ ଝଟକା ଖାଇବେନି ଜମା | ଏମିତିକା ବିରଳ ମହାଜାଗତିକ  ଦୃଶ୍ୟ ପୁଣି ଜୀବନ ଥିଲେ ଦୃଶ୍ୟମାନ ହେବ…

କେବଳ ଭାବନାଗତ ସଂହତି ନୁହେଁ,  ଆର୍ଥିକ, ଭିତ୍ତିଭୂମିଗତ ଆଉ ବୈଷୟିକ ସଂହତି ଅତ୍ୟାବଶ୍ୟକ : ନବୀନ

ଓଡ଼ିଶାକୁ ସ୍ପେସିଆଲ ଫୋକସ୍ ଷ୍ଟେଟ୍ ମାନ୍ୟତା ଦାବି କଲେ ନବୀନ  ସମଗ୍ର ପୂର୍ବାଂଚଳ ଟେଲିକମ, ରେଳବାଇ ଆଉ ବ୍ୟାଙ୍କିଙ୍ଗ ସାନ୍ଦ୍ରତାରେ ଏବେବି ପଛୁଆ  ଅନ୍ୟରାଜ୍ୟଙ୍କ ସମତୁଲ ହେବା ପାଇଁ ଅନୁଦାନ ଡବଲ କରାଯାଉ  ସମଗ୍ର ପୂର୍ବାଂଚଳ ପାଇଁ କେନ୍ଦ୍ର ପ୍ରଦାନ କରୁ…

ଜିଲ୍ଲାରୁ ୫୯ ଜଣ ବରିଷ୍ଠ ନାଗରିକଙ୍କ ଦକ୍ଷିଣ ଭାରତ ତୀର୍ଥଯାତ୍ରା 

http://www.youtube.com/watch?v=vGpabgtqm1k ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗଜପତି ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଗଜପତି ଜିଲ୍ଲାର ମୋଟ ୫୯ ଜଣ ବରିଷ୍ଠ ନାଗରିକ(ମହିଳା ଓ ପୁରୁଷ)…

ପୁଣି ଗାଇଲେ ଏସପି ସାରା, ଏଥର ଫୁଟବଲ ପାଇଁ ଥିମ ଗୀତ (ଶୁଣନ୍ତୁ ଗୀତର ସ୍ଟୁଡ଼ିଓ ଭର୍ସନ )

http://www.youtube.com/watch?v=tU2QkRfb_Tc ସାରାଙ୍କ କଣ୍ଠରେ ପୁଣି ଏଥର  "ଜାବା ଜାବା ଫୁଟବଲନ୍ ଓଡିନାବା" ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : କେତେବେଳେ ସି ଟିମ, କେତେବେଲେ ଉଡାନ ତ ଆଉ କେତେବେଳେ ଆଉ କିଛି, ସବୁବବେଳେ କିଛି ହଟକେ କରି ଚର୍ଚାରେ ରହି ଆସିଥିବା ଆଇପିଏସ…

ଦଶମ ଶ୍ରେଣୀ ଛାତ୍ରୀ ଅନ୍ତସତ୍ତ୍ଵା  ଘଟଣା: ପ୍ରଭାବରେ ୩୭ ଛାତ୍ରୀ ଆଶ୍ରମ  ଛାଡିଲେ  

ସିନାପାଲି(ନିରାକାର ମେହେର )-ନୂଆପଡା ଜିଲ୍ଲା ସିନାପାଲି ଥାନା ଅଂଚଳ ର ଏକ ଅନୁସୂଚିତ ଜନଜାତି କନ୍ୟାଶ୍ରମ ର ଜଣେ ଛାତ୍ରୀ ଅନ୍ତଃସତ୍ବ ହେବା ଘଟଣା ରେ ଜଣେ ନିରୀହ ଆଦିବାସୀ ଯୁବକକୁ ପୋଲିସ ଗିରଫ କରିଥିବା ବେଳେ ଏହାର ଅସଲ ରହସ୍ୟ ଉନ୍ମୋଚନ କରି ନ ଥିବାରୁ ଅସନ୍ତୋଷ ଆଦିବାସୀମାନେ କୁସୁମଜୋର…

ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତକୁ ନେଇ ବିଜୁଜନତା ଦଳର ପ୍ରସ୍ତୁତି ବୈଠକ

ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ:-ସୁନ୍ଦରଗଡ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ମାସ ୩ ତାରିଖ  ଗସ୍ତ ରେ ଆସୁଛନ୍ତି ନେଇ ଏବେ ଦଳର ଆଗୁଆ ପ୍ରସ୍ତୁତି ବୈଠକ ହୋଇଯାଇଛି |  ଯଦି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ମହାବିଦ୍ୟାଳୟର୍  ହୀରକ ଜୟନ୍ତୀ ସମାରୋହରେ ଯେପରି ମୁଖ୍ୟମନ୍ତ୍ରୀଙ୍କ…

 ଟ୍ରେଜେରି ଖୋଲିଲେ ନବୀନ : ୨୩ କୋଟି ପାଇବେ ୨୩ଟି  ଧର୍ମାନୁଷ୍ଠାନ

  ଭୁବନେଶ୍ୱର(ଶାସକ ପ୍ରଶାସକ) : ସାମ୍ପ୍ରଦାୟିକ ସଦଭାବ ବା ସର୍ବଧର୍ମ ସମଭାବକୁ  ଗୁରୁତ୍ୱ ଦେଇ ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଦିଗରେ ଆଉ ଏକ ଗୁରୁତ୍ୱପୁର୍ଣ ପଦକ୍ଷେପ ନେଇଛନ୍ତି |  ବିଭିନ୍ନ ଧର୍ମର ଉପାସନା ବା ଧାର୍ମିକ ପୀଠ ସ୍ଥଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

 ଲେଖାଶ୍ରୀ ମାଗିଲେ ଜବାବ  : ଦାବି ପୂର୍ବରୁ ଦିଅ ମିଳିଥିବା ଅର୍ଥର ହିସାବ

କୋଲ ରୟାଲିଟି ବୃଦ୍ଧି କରିବା ନେଇ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିବା ପ୍ରସଙ୍ଗ ଡିଏମଏଫ ଓ ଖଣି ନିଲାମିରୁ ମିଳିଥିବା ଅର୍ଥର ହିସାବ ଦିଅନ୍ତୁ ରାଜ୍ୟସରକାର: ଲେଖାଶ୍ରୀ  ଭୁବନେଶ୍ୱର,(ଶାସକ ପ୍ରଶାସକ) : କୋଲ ରୟାଲିଟି ବୃଦ୍ଧି କରିବା ନେଇ ଓଡିଶାର ମୁଖ୍ୟ ଶାସନ ସଚିବ…

ନବୀନ -ଧର୍ମେନ୍ଦ୍ର ଭେଟଘାଟ : ଇସ୍ପାତ ଶିଳ୍ପ ସମ୍ପର୍କରେ କଲେ ଆଲୋଚନା

ଭୁନନେଶ୍ୱର (ଶାସକ ପ୍ରଶାସକ)ମୁଖ୍ୟମନ୍ତ୍ରୀମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁରୁବାରଦିନ ଲୋକସେବା ଭବନରେ ସାକ୍ଷାତ କରିଛନ୍ତି କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଇସ୍ପାତ ଶିଳ୍ପର ବିକାଶ ସଂପର୍କରେ ଉଭୟ ନେତା ବେଶ କିଛି ସମୟ ଧରି ଆଲୋଚନା…

ଅମିତ ଶାହଙ୍କ ଓଡିଶା ଗସ୍ତ ପୂର୍ବରୁ ଜନତା ମଇଦାନରେ ପ୍ରସ୍ତୁତି ସମୀକ୍ଷା କଲେ  ଧର୍ମେନ୍ଦ୍ର 

ଭୁବନେଶ୍ୱର,(ଶାସକ ପ୍ରଶାସକ)– କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୁଇଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମର ଦିନକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦଳର ନେତାମାନଙ୍କ ସହ ସ୍ଥାନୀୟ ଜନତା ମଇଦାନକୁ ଯାଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଉଲ୍ଲେଖନୀୟ ଯେ, ଶୁକ୍ରବାର…