ଦିନିକିଆ ରେକର୍ଡ : ରାଜ୍ୟରେ ସୁସ୍ଥ ହେଲେ ୧୭୮ ଜଣ

0

ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ରୋଗୀ ସୁସ୍ଥ ହେବାରେ ଆଜି ଦିନିକିଆ ରେକର୍ଡ  | ଗୋଟିଏ ଦିନରେ  ରାଜ୍ୟରେ ସୁସ୍ଥ ହେଲେ ୧୭୮ ଜଣ | ଫଳରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧,୮୯୪ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୧ ରହିଛି | ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୫୬ ରହିଛି ଓ ଦେହାନ୍ତ ହୋଇଛି ଆଜି ଜଣକୁ ମିଶାଇ ୯ ଜଣଙ୍କର |

ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ  ବାଲେଶ୍ୱର ୪, ଭଦ୍ରକ ୧୭, ବଲାଙ୍ଗିର ୨, କଟକ ୨, ଢେଙ୍କାନାଳ ୯, ଗଜପତି ୨୩, ଗଞ୍ଜାମ ୧୪, ଜଗତସିହଂପୁର ୧, ଝାରସୁଗୁଡ଼ା ୧, କନ୍ଧମାଳ ୯, କେନ୍ଦ୍ରାପଡ଼ା ୧୦, ଖୋର୍ଦ୍ଧା ୩୯, ମାଲକାନଗିରି ୨, ନବରଂଗପୁର ୧, ନୟାଗଡ ୧୫, ନୂଆପଡା ୨୨, ପୁରୀ ୧, ସୁନ୍ଦରଗଡ଼ ୬ ସୁସ୍ଥ ହୋଇଛନ୍ତି |  

 

Leave A Reply

Your email address will not be published.