ଘୁମୁସରର ସ୍ୱର ପକ୍ଷରୁ ପୂର୍ଣ୍ଣିମା ଆସର ଓ ପ୍ରତିଭା ସମ୍ମାନ
ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା: ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ବାଲିପଦରସ୍ଥିତ "ଘୁମୁସରର ସ୍ୱର" ପକ୍ଷରୁ ଝୋଲାରୀ ଗ୍ରାମରେ ପୂର୍ଣ୍ଣିମା ସାହିତ୍ୟ ଆସର ଓ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ…