୧୧୫ଜଣଙ୍କ ମଧ୍ୟରୁ ୫ଜଣଙ୍କର ନମୁନା କରୋନା ପଜେଟିଭ  : ଜିଲ୍ଲାପାଳ 

0

ରାୟଗଡା(ଶାସକ ପ୍ରଶାସକ) – ରାୟଗଡ଼ା ଜିଲ୍ଲାରୁ ଗତ ତା ୧୧.୦୬.୨୦ରିଖଦିନ ୨୪ତମ ପର୍ଯ୍ୟାୟରେ ୧୧୫ଜଣଙ୍କର  ନମୁନା ପରୀକ୍ଷା ନିମନ୍ତେ RMRC ଭୁବନେଶ୍ୱରକୁ ପଠାଯାଇଥିଲା ସେଥିରୁ  ୫ଜଣଙ୍କର କରୋନା ପଜେଟିଭ ଆସିଥିବା ବେଳେ ୧୧୦ଜଣକର ଫଳାଫଳ  ନେଗେଟିଭି ଆସିଥିବା  ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତ ବନ୍ଧୁ ନାୟକ ଜଣାଇଛନ୍ତି । ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ୨୫୧୨ଜଣଙ୍କର ନମୁନା ପରୀକ୍ଷା ପାଇଁ ଯାଇଥିଲା । ସେମାନଙ୍କ ମଧ୍ୟରୁ୨୫୦୦ଜଣକର ରିପୋର୍ଟ ନେଗେଟିଭି ଆସିଥିବା ବେଳେ ୧୨ଜଣକର କରୋନା ପଜେଟିଭ ରିପୋର୍ଟ ଆସିଛି ।

Leave A Reply

Your email address will not be published.