ପଞ୍ଚାୟତ ସ୍ତରରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା(ଅମିତ ପୁରୋହିତ);  ଆଜି କରୋନା ର ଭୟଭୟତା ସାରା ବିଶ୍ୱବାସୀଙ୍କୁ ଆତଙ୍କିତ କରିଥିବା ବେଳେ ବିଭିନ୍ନ ଜାଗାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଅଛି । କରୋନା ର ମୁକାବିଲା କରିବା ପାଇଁ  ସଚେତନତା ନିତାନ୍ତ ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ନୂଆପଡା ଜିଲ୍ଲାପାଳ ମଧୁସ୍ମିତା…

କରୋନା ପାଇଁ ନୂଆପଡା ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

 ନୂଆପଡ଼ା(ଅମିତ ପୁରୋହିତ); କେରାନାକୁ ନେଇ ସମଗ୍ର ବିଶ୍ୱବାସୀ ଆତଙ୍କିତ ହୋଇପଡିଛନ୍ତି । ଏହାକୁ ନେଇ ନୂଆପଡ଼ା ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ବ କରିଛି । ଲୋକଙ୍କୁ ସତର୍କତା ଅବଲମ୍ବନ କରିବା କରିବା ପାଇଁ ସଚେତନ କରାଯାଉଛି । ନୂଆପଡ଼ା ରାଜ୍ୟର ସୀମାନ୍ତରେ ରହିଥିବାବେଳେ…

ପିଟି ହେଲେ ବସ- ଟ୍ରକ 

କୁଚିଣ୍ଡା/ ଶାନ୍ତନୁ ବେହେରା :  ଆଜି ସକାଳ ସମୟ 10ଟା ସମୟ ରେ କୁଚିଣ୍ଡା ଗୁଲୂଜିପାଲି ଗ୍ରାମରେ ଗୋଟିଏ ବସ ଓ ଟ୍ରକ ମଧ୍ୟ୍ୟ ରେ ଦୁର୍ଘଟଣା ଘଟି ଜଣ କର ଜୀବନ ଚାଲିଯାଇଛି |  ଅନ୍ୟ 20ରୁ ଅଧିକ ଆହତ ହୋଇ ଫାଶୀମାଲ ଓ କୁଚିଣ୍ଡା ଡାକ୍ତରଖାନା ରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି | ଆହ…

ନିଜ ହାତେ ପୋଛି ଦେଲେ ମଥାର ସିନ୍ଦୁର 

 ବାମେଵାରୀରେ ଅଭାବନୀୟ ଘଟଣା : ସ୍ତ୍ରୀର ଠେଙ୍ଗା ମାଡ଼ରେ ସ୍ୱାମୀର ମୃତ୍ୟୁ ଯୋଡ଼ା (ଶାସକ ପ୍ରଶାସକ): ସ୍ତ୍ରୀର ଠେଙ୍ଗା ମାଡ଼ରେ ସ୍ୱାମୀର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅଂଚଳରେ । ମୃତଦେହକୁ ଜବତ୍ କରିବା ସହ ଅଭିଯୁକ୍ତ ସ୍ତ୍ରୀକୁ ଅଟକ ରଖି ଅଧିକ…

ଘରୋଇ ରେଲୱେ ସାଇଡିଂ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ 

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ପାଲ ହଟିଂ ସ୍ଥିତ ଏକ ବନ୍ଦ ଥିବା ଘରୋଇ ରେଲୱେ ସାଇଡିଂ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତଦେହଟି ଏକ ନର୍ଦ୍ଧମା ମଧ୍ୟରେ ପଡ଼ିଥିଲା। ମହିଳାଙ୍କ ପରିଚୟ ମିଳିପାରିନାହିଁ ତେବେ ତାଙ୍କର ବୟସ ୪୫ରୁ ୫୦ ମଧ୍ୟରେ ହେବ ବୋଲି ବଡ଼ବିଲ…

ଜନଗଣନା ସ୍ଥଗିତ ରଖିବାକୁ ନବୀନଙ୍କ ଚିଠି

Bhubaneswar(shasak prashasak) : ବର୍ତ୍ତମାନ ସ୍ଥିତିରେ ଜନଗଣନା ସମ୍ଭବ ନୁହେଁ । ତେଣୁ ଏହାକୁ ସ୍ଥଗିତ ରଖାଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ  ଚିଠିରେ ଜନଗଣନା ସ୍ଥଗିତ ବା ଘୁଞ୍ଚାଇବା ପାଇଁ ନବୀନ…

 ‘ନିର୍ଭୟା’ଙ୍କୁ ମିଳିଲା ନ୍ୟାୟ: ଫାଶୀଖୁଣ୍ଟରେ ଝୁଲିଲେ ୪ ଦୋଷୀ

ସମ୍ବଲପୁର (ରମାକାନ୍ତ ବିଶ୍ବାଳ )୨୦ା୩: ଦୀର୍ଘ ୭ ବର୍ଷ ପରେ ‘ନିର୍ଭୟା’ଙ୍କୁ ନ୍ୟାୟ ମିଳିଛି। ନିର୍ଭୟା ଗଣବଳାତ୍କାର ଘଟଣାରେ ୪ ଦୋଷୀ ଅକ୍ଷୟ ଠାକୁର, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ତିହାର ଜେଲ୍‌ରେ ଶୁକ୍ରବାର ଭୋର୍‌ ୫ଟା ୩୦ରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି। ଏହା…

କରୋନା ଭୁତାଣୁ covid-19 ସଂକ୍ରମଣର ପ୍ରତିରୋଧ ପାଇଁ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ କରୋନା ଭୁତାଣୁ covid-19 ସଂକ୍ରମଣର ପ୍ରତିରୋଧ ପାଇଁ ଏକ ଜିଲ୍ଲାସ୍ତରୀୟ ସଚେତନତା ବୈଠକ କାର୍ଯ୍ୟକ୍ରମ…

କରୋନା : ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲ୍ପଲାଇନକୁ  ଆସିଛି ୧୨,୨୬୮ କଲ୍

ଏଯାବତ ବିଦେଶରୁ ଫେରିଥିବା ୨୬୦୦ ଜଣଙ୍କ ନାମ ପଞ୍ଜୀକରଣ ଭୁବନେଶ୍ୱର : (ଶାସକ ପ୍ରଶାସକ) ରାଜ୍ୟ ସରକାର ଗତକାଲି ଧର୍ମାନୁଷ୍ଠାନଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତିା ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରୀଜଗନ୍ନାଥ ମନ୍ଦିରକୁ ସର୍ବସାଧାରଣଙ୍କ ପ୍ରବେଶକୁ ଅପ୍ରେଲ ୧ ତାରିଖ ପର୍ଯ୍ୟନ୍ତ…

ଗାଁ ଗାଁ ବୁଲି କରୁଛନ୍ତି କରୋନା ସମ୍ପର୍କରେ ସଚେତନ କରୁଛନ୍ତି ଜିଲ୍ଲାପାଳ  

ହରଭଙ୍ଗା / ପ୍ରତାପ ମେହେର :  କରୋନାକୁ ନେଇ ରାଜ୍ୟ ସରକାର ଯୁଦ୍ଧକାଳୀନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଜିଲ୍ଲା ସ୍ତରରେ  ମଧ୍ୟ ଏ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି | ହେଲେ ବୋୖଦ୍ଧ ଜିଲ୍ଲାପାଳ କିନ୍ତୁ ଆଉ ପାଦେ ଆଗକୁ ଯାଇ ସିଧା ଲୋକଙ୍କ ପାଖରେ ପହଂଚି ସେମାନଙ୍କୁ ସଚେତନ…