କୋଭିଦ-୧୯ ମୁକାବିଲା ପାଇଁ ଅଢେଇକୋଟି ଟଙ୍କା ପ୍ରଦାନ କଲେ କନ୍ଧମାଳ ସାଂସଦ

ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଦ-୧୯ ମୁକାବିଲା ପାଇଁ ସମଗ୍ର ଦେଶ ଅଣ୍ଟା ଭିଡିଥିବା ବେଳେ ନିଜ ଏ କ୍ଷେତ୍ରରେ ସହଯୋଗର ହାତ ବଢାଇଛନ୍ତି କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜ ତିନିମାସର ଦରମା ପ୍ରଦାନ କରିଥିବା ବେଳେ ନିଜ ସାଂସଦ ହାତପାଣ୍ଠିରୁ…

ବୁଗୁଡା ବିଡ଼ିଓ କଥାହୋଇ ଶ୍ରମିକଙ୍କୁ ଦେଲେ ଆଶ୍ୱାସନା

ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା):   ବୁଗୁଡା ବ୍ଲକ ଓ ପୋଲସରା ବ୍ଲକର ୨୨ ଜଣ ଦାଦନ ଶ୍ରମିକ କେରଳରେ ଫସି ରହିଥିବା ବେଳେ ସେଠାରେ ସେମାନଙ୍କୁ ଓଳିଏ ଖାଇବାକୁ ମିଳୁଥିବା ଜଣାପଡିଛି। କେରଳରେ ଫସି ରହିଥିବା ବୁଗୁଡା ବ୍ଲକ ଗୋଲିଆ ପଞ୍ଚାୟତର ଚିରିକିପଡା ଗ୍ରାମର ଅରୁଣ ସାହୁଙ୍କ ସହ ବୁଗୁଡା…

କିଟ୍‍ ଓ କିସ୍‍ ପକ୍ଷରୁ ପୋଲିସ୍‍ କର୍ମଚାରୀଙ୍କୁ ଖାଦ୍ୟ ବଣ୍ଟନ

ଭୁବନେଶ୍ୱର (ଶାସକ ପ୍ରଶାସକ)  କରୋନା ସଚେତନତା ତଥା ଆଇନ ଶୃଙ୍ଖଳା ନିୟନ୍ତ୍ରଣ ନିମନ୍ତେ ରାସ୍ତାରେ କାର୍ଯ୍ୟରତ ପୋଲିସ୍‍ କର୍ମଚାରୀଙ୍କ ପ୍ରତି ସହୃଦୟତାର ହାତ ବଢ଼ାଇଛନ୍ତି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ | ତାଙ୍କ ଉଦ୍ୟମ କ୍ରମେ ରବିବାର ଦିନ ସହରର ବିଭିନ୍ନ…

ଅମାନିଆ ଜନସାଧାରଣଙ୍କୁ ନେଇ ଚିନ୍ତାରେ ପ୍ରଶାସନ

ବାରିପଦା(ଦିଲ୍ଲୀପ ମହାନ୍ତି )- କୋଭିଡ଼-୧୯ର ସଫଳ ମୁକାବିଲା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାରେ ଲକ୍ ଡ଼ାଉନ ଘୋଷଣା କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ମାର୍ଗଦର୍ଶୀକା ଜାରି କରାଯାଇ ଆସୁଥିବା ବେଳେ ବାରିପଦା ପୌରପରିଷଦରେ କେତେକ ଜନସାଧାରଣ ସଚେତନତାର ଅଭାବ ହେଉ ଅଥବା ଅନ୍ୟ…

କ୍ୟାବିନେଟ ସଚିବ କହିଲେ ” ଲକ ଡାଉନ ଅବଧି ବଢିବାର ପ୍ରସ୍ତାବ ନାହିଁ” 

  ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଲକଡାଉନ ଅବଧି ବଢିବ ବୋଲି ଗୁଜବ ସୃଷ୍ଟି କରି ଲୋକମାନଙ୍କୁ ଆଶଙ୍କା ଭିତରକୁ କିଛି ଲୋକ ଠେଲି ଦେଉଥିବା ବେଳେ ଓ ଏହାର କାରର ସ୍ୱରୂପ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଶ୍ରମିକ , କର୍ମଚାରୀ ଆଦିଙ୍କ ସ୍ଥାନାନ୍ତରର ପ୍ରାବଲ୍ୟ ପରିଲକ୍ଷିତ ହୋଇଥିବା ବେଲେ…

ଲକଡାଉନ ବେଳର ଅସୁବିଧା ପାଇଁ ଦେଶବାସୀଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ

କରନା ସମ୍ପର୍କରେ "ମନ କୀ ବାତ 2ର ଦଶମ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଭାରତ ଭଳି ୧୩୦ କୋଟି ଜନସଂଖ୍ୟା ଥିବା ଦେଶରେ ଲକ ଡାଉନ ଛଡ଼ା ଆଉ କୌଣସି ମାର୍ଗ ନଥିଲା। କରୋନା ଭୂତାଣୁ ଆଜି ବିଶ୍ୱବାସୀଙ୍କୁ ବନ୍ଦୀ କରିପକାଇଛି, ଲକଡାଉନ ମାନିବା ଲାଗି ଦେଶବାସୀଙ୍କୁ ନିବେଦନ କହିଲେ…

ସାଲ୍ୟୁଟ : ମଣିଷ ପଣିଆ ଦେଖାଇଲେ ଜଟାଧାରୀ ଓ ଜୟ ଜବାନ କ୍ଳବର ଯୁବଗୋଷ୍ଠୀ ।

ପଦ୍ମପୁର/ଶାସକ ପ୍ରଶାସକ - ସାରାଦେଶରେ ପ୍ରଧାନମନ୍ତ୍ରୀଙ୍କ ୨୧ଦିନର ତାଳାବନ୍ଦ ଡାକରା ପରେ ଅତ୍ୟାବଶ୍ୟକ ଜିନିଷ ବ୍ୟତୀତ ସମସ୍ତ ଦୋକାନ ,ଯାନବାହାନ ବନ୍ଦ ରହିଛି । ସମସ୍ତ ଜନସାଧାରଣଙ୍କ ବ୍ୟବସାୟ ବନ୍ଦ ରହିଛି । ଏହି ତାଳାବନ୍ଦ ଗରିବ ଖଟିଖିଆ ତଥା ଦୈନିକ କାମକରି ଚଳୁଥିବା ଲୋକଙ୍କ ପାଇଁ ଏକ…

ସମୟ ଆଉ ହୃଦୟ ଲଗାଇଦେଇଛନ୍ତି ଉପଜିଲ୍ଲାପାଳ ଲୋକଙ୍କୁ କରୋନାରୁ ଦୁରେଇ ରଖିବା ପାଇଁ 

ରାଜକାର୍ଯ୍ୟକୁ ନିଜ ମାନବୀୟ ଉତ୍ତରଦାୟିତ୍ୱ ବିବେଚନା କରି ଦିନରାତି କରିଦେଇଛନ୍ତି ଏକ   ବରଗଡ(ଶାସକ ପ୍ରଶାସକ) :- ବର୍ତ୍ତମାନ ସାରା ଦେଶରେ ଲକଡାଉନ ରହିଛି । କୋରୋନା ମହାମାରୀ ଯେମିତି ନ ବ୍ୟାପିବ ସେଥିପାଇଁ ଦିନରାତି ତୃଣମୂଳ ସ୍ତରରେ ପରିଶ୍ରମ କରୁଛନ୍ତି ବହୁ ସରକାରୀ ଅଧିକାରୀ ଓ…

ସୋଆ ନୂତନ କୋଭିଡ 19 ହସ୍ପିଟାଲ ବୁଲି ଅନୁଧ୍ୟାନ କଲେ ପାଣ୍ଡିୟାନ

ଭୁବନେଶ୍ୱର,(ଶାସକ ପ୍ରଶାସକ): ମହାମାରୀ କରୋନାର ମୁକାବିଲା  କରିବା ପାଇଁ ଦେଶର ପ୍ରଥମ ଓ  ସର୍ବବୃହତ କୋଭିଡ 19 ହସ୍ପିଟାଲ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ସମ ହସ୍ପିଟାଲ ପକ୍ଷରୁ ସ୍ଥାପନ କରାଯାଉଛି। ଏ ନେଇ ରବିବାର ଏହି ନୂତନ ହସ୍ପିଟାଲର ସ୍ଥାପନ କାର୍ଯ୍ୟ…

ପୋଲିସ ବାହିନୀଙ୍କୁ ଚା, ବିସ୍କୁଟ୍‌ ବାଣ୍ଟିଲେ “ସୁରଘୁଙ୍ଗୁର”ର କର୍ମକର୍ତ୍ତା

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: କରୋନା ଭୂତାଣୁର ସଂକ୍ରମଣରୁ ରୋକିବା ଲାଗି ସାରା ଦେଶରେ ୨୧ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଛି। ଫଳରେ ଦୋକାନ, ବଜାର ସବୁ ବନ୍ଦ ରହିଛି। ଏହି ସମୟରେ ଜନସାଧାରଣଙ୍କୁ ଘରେ ରହିବାକୁ ନିବେଦନ କରାଯାଇଥିବାବେଳେ ପୋଲିସ, ଡାକ୍ତର,…