କରୋନା :  ଆଜି ସୁସ୍ଥ ହେଲେ ୧୩୭ ଜଣ

0

ଭୁବନେଶ୍ୱର : ଆଜି ସକାଳେ ୨୬୪ ଜଣ ଆକ୍ରାନ୍ତ ହୋଇଥିବା ଓ ତିନି ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୩୭ ଜଣ | ଏମାନନଙ୍କୁ  ମିଶାଇ ସୁସ୍ଥ ହୋଇଥିବା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୭୪୩ରେ ପହଞ୍ଚିଛି | 

ସୁସ୍ଥଙ୍କ ମଧ୍ୟରେ ସର୍ବାଧିକ ଗଂଜାମରୁ ୩୩ ଜଣ ଥିବା ବେଳେ ୨୯ ଜଣ ଖୋର୍ଦ୍ଧାରୁ, ୨୨ଜଣ କଟକରୁ, ୧୩ଜଣ ବାଲେଶ୍ୱରରୁ, ୯ଜଣ ଯାଜପୁରରୁ, ୬ ଜଣ କଳାହାଣ୍ଡିରୁ,୪ଜଣ ଭଦ୍ରକରୁ,  ମୟୁରଭଞ୍ଜ, ନୟାଗଡ ଓ ପୁରୀରୁ ୩ଜଣ ଲେଖାଏ, ବୌଧ, ବରଗଡ, ଝାରସୁଗୁଡା ଓ  କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏ ଓ  ଅନୁଗୁଳ, ବଲାଙ୍ଗୀର, ଜଗତସିଂହପୁର ଓ ନୂଆପଡ଼ାରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି | 

Leave A Reply

Your email address will not be published.