ସାପ କାମୁଡାରେ ନାବାଳକ ମୃତ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଗରଗଡବାହାଳ ଗ୍ରାମ ପଞ୍ଚାୟତର କୁଲୁହାବହାଳି ଗ୍ରାମର ଜଣେ ୧୪ ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ପରିବାର ସହ ମିଶି ଖାଇ ପିଈ ସମସ୍ତେ…