48 ଘଣ୍ଟା ପାଇଁ ସିନାପାଲି ସହର କୁ ସଟଡାଉନ ଘୋଷଣା

0

 

କୋରୋନା ଭୁତାଣୁ ସହର ରୁ ଆରମ୍ଭ କରି ଗାଁ କୁ ବଢ଼ି ଯାଉଥିବା ବେଳେ ଆଜି ଏକ କରୋନା ପଜିଟିଭ ଚିହ୍ନଟ ହୋଇଛି ନୂଆପଡା ଜିଲ୍ଲା ସିନାପାଲି ପଂଚାୟତ ଯୁଗେନପଦର ଗାଁ ରେ !ଯୁବକ ଜଣକ କଲିକତା ରେ ବିଏସଏଫ ସେନାବାହିନୀ ରେ କାର୍ଯ୍ୟରତ ଥିବା ବେଳେ ଗତ 6 ତାରିଖ ଦିନ କଲିକତା ରୁ ନିଜ ଗାଁ ଯୁଗେନପଦର କୁ ପହଂଞ୍ଚି ଥିଲେ ଓ ହୋମ କ୍ଵାରାଟାଇନ ରେ ଥିଲେ !ସେହି ଦିନ ହିଁ ତାଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯାଇଥିଲା ଓ ଟେଷ୍ଟ ପରେ ତାଙ୍କୁ ପଜିଟିଭ ଚିହ୍ନଟ ହୋଇଥିଲା !ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ବିଡ଼ିଓ ସଦାଶିବ ନାୟକ ଓ ସିନାପାଲି ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼ ଘଟଣା ସ୍ଥଳ କୁ ପହଂଚିଥିଲେ !ତାଙ୍କ ଘର କୁ ସେନିଟାଇଜ ମଧ୍ୟ କରାଇଥିଲେ ଓ କୋଭିଡ19 ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଇଥିଲେ !

Leave A Reply

Your email address will not be published.