ଧନ୍ୟ ସରକାର : ମଣିଷ ଜୀବନର ମୂଲ୍ୟ ତିରିଶି ହଜାର 

ଇଲେକ୍ଟ୍ରି ବିଭାଗରେ ନିର୍ମାଣ କାର୍ଯ୍ୟ କରି ଦୁର୍ଘଟଣାରେ ମଲେ ମିଳେ ୩୦ହଜାର ଘଟଣାକୁ ଚପାଇବା ପାଇଁ ଏସଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ପ୍ରୟାସ  ସୁନ୍ଦରଗଡ଼(ହୋରଚାନ୍ଦ ଦେଉରିଆ)  :- ଗତ ଜୁଲାଇ ୯ ତାରିଖ ଦିନ ସୁନ୍ଦରଗଡ ଜିଲ୍ଲା ସଦରଥାନା ଅନ୍ତର୍ଗତ ଡୁଙ୍ଗୀନଳା ଠାରେ ଘଟିଯାଇଛି ଏକ ଦୁଃଖଦ…

ଛୋଟ ଚୋରକୁ ଗିରଫ, ଗୋଦାମରେ ଚଢ଼ାଉ କେବେ ?

ଝାରସୁଗୁଡ଼ା(ସୁଭାଷ ସହାରେ):  ଝାରସୁଗୁଡ଼ାରେ ଏବେ ଚୋରଙ୍କ ଉପଦ୍ରବ ଚାଲିଥିବାର ଦେଖିବାକୁ ମିଳୁଛି କେବେ ବାଇକ ଚୋରି ତ କେବେ ଔଷଧ ଦୋକାନ ଚୋରି ତ କେବେ ଗଞ୍ଜେଇ ଚାଲାଣ ତ କେବେ ଲୁହା ଚୋରି ବଢି ଚାଲିଥିବାର ପୃଥକ ପୃଥକ ଘଟଣା ସାମ୍ନା କୁ ଆସୁଛି ଗତ ଜୁଲାଇ ୧୨ ତାରିଖରେ ୩ କୁଇଣ୍ଟେଲ  ଲୁହା…

ଫରେଷ୍ଟ କାର୍ଯ୍ୟାଳୟ ଦ୍ୱାରା ୭୧ତମ ବନ ମହୋତ୍ସବ ପାଳନ 

ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ାର କୁକୁରଜଂଘାଠାରେ ଡିଭିଜନାଲ ଫରେଷ୍ଟ ଅଫିସ ଦ୍ବାରା ୭୧ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର ମହାନ୍ତି ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଚାରା ରୋପଣ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ଡିଏଫଓ ଶ୍ରୀ ଏଲ…

ଘନଶ୍ୟାମ ହେମଳତା ବିଦ୍ୟାମନ୍ଦିରର ଶତ ପ୍ରତିଶତ ସଫଳତା ।

ଝାରସୁଗୁଡ଼ା :(ସୁଭାଷ ସହାରେ):  ଝାରସୁଗୁଡ଼ା ସ୍ଥିତ ଘନଶ୍ୟାମ ହେମଳତା ଵିଦ୍ୟା ମନ୍ଦିର ରେ ସିବିଏସସି ଦଶମ ଶ୍ରେଣୀ ପରୀକ୍ଷାରେ ଛାତ୍ର ଛାତ୍ରୀ ମାନଙ୍କ ଶତ ପ୍ରତିଶତ ସଫଳତା ଦେଖିବାକୁ ମିଳିଛି  ଉକ୍ତ ପରୀକ୍ଷାରେ ୮୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୦% ପରୀକ୍ଷାର୍ଥୀ ୧ମ ଶ୍ରେଣୀ ରେ…

ପୁରୁଣା କଟକ ୭୨  ଘଣ୍ଟା ସଟ୍ ଡାଉନ୍ 

ହରଭଙ୍ଗା /ପ୍ରତାପ ମେହେର : ଆଜି ବୌଦ୍ଧ ଜିଲ୍ଲାରେ ୭ କରୋନା ରୋଗୀ ଚିହ୍ନଟ ହେଇଛି । ହରଭଙ୍ଗା ବ୍ଲକ୍ ର ପୁରୁଣା କଟକ ଅଞ୍ଚଳରୁ ୨ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ପୁରୁଣା କଟକ ସରପଞ୍ଚ ଶ୍ରୀମତୀ ଭବାନିବାଳା କହଁର ପ୍ରଶାସନ ର ସହାୟତାରେ ୭୨ ଘଣ୍ଟା ସଟ୍ ଡାଉନ୍ ଘୋଷଣା କରିଛନ୍ତି | 

ଆଜି ସୁସ୍ଥ ହେଲେ ୬୧୨  ଜଣ ଆକ୍ରାନ୍ତ : ଦଶ ହଜାର ଟପିଲା ସୁସ୍ଥଙ୍କ ସଂଖ୍ୟା  

ଭୁବନେଶ୍ୱର( ଶାସକ ପ୍ରଶାସକ)  : କରୋନା ଯୋଦ୍ଧାମାନଙ୍କ ନିରବଛିନ୍ନ ପ୍ରଚେଷ୍ଟା କାରଣରୁ ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୬୧୨  ଜଣ କରୋନା ଆକ୍ରାନ୍ତ | ଫଳରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୦,୪୭୬  କୁ ବୃଦ୍ଧି ପାଇଛି | ଆଜି ସୁସ୍ଥଙ୍କ ମଧ୍ୟରେ ୨୭୦ଜଣ ଗଂଜାମରୁ, ୮୪ଜଣ ସୁନ୍ଦରଗଡରୁ,…

୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ୍ ହାତରେ ଧରା ପଡିଲେ ୱେଷ୍କୋ ଜେଇ

ନୂଆପଡା(ଅମିତପୁରୋହିତ); ଉଠା ଜଳ ସେଚନ ବିଦ୍ୟୁତିକରଣ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ୱେଷ୍କୋ ଜେ.ଇ ରାଜ କିଶୋର ସାହୁ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ତାଙ୍କୁ ନୂଆପଡା ଭିଜିଲାନ୍ସ ଗିରଫ କରି ଭବାନିପାଟଣା ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛି ।  ସୂଚନାନୁସାରେ ଲାଲୁ ସାହୁ…

୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ୍ ହାତରେ ଧରା ପଡିଲେ ୱେଷ୍କୋ ଜେଇ

ନୂଆପଡା(ଅମିତ ପୁରୋହିତ) ; ଉଠା ଜଳ ସେଚନ ବିଦ୍ୟୁତିକରଣ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ୱେଷ୍କୋ ଜେ.ଇ ରାଜ କିଶୋର ସାହୁ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ତାଙ୍କୁ ନୂଆପଡା ଭିଜିଲାନ୍ସ ଗିରଫ କରି ଭବାନିପାଟଣା ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛି ।  ସୂଚନାନୁସାରେ ଲାଲୁ…

ଭୁବନେଶ୍ୱର ରେ ୯୦ କୋରନା ଆକ୍ରାନ୍ତ, ବାହାରୁ ୨୭ଜଣ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୯୦ କରନା ପଜିଟିଭ  । ସେମାନଙ୍କ ମଧ୍ୟରୁ ୨୭ ଜଣ ଆକ୍ରାନ୍ତ ବାହାରୁ ବା ସର୍ବସାଧାରଣ ଅଂଚଳରୁ ଚିହ୍ନଟ ହୋଇଥିବା ଜଣାପଡିଛି ।ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୯ରେ ପହଂଚିଛି । ଏ ଯାଏ ୩୦୫ ଜଣ ସୁସ୍ଥ ହୋଇଥିବା ବେଳେ ୪୬୨ ଜଣ…

ଓଡ଼ଗାଁ “ସମ୍ବାଦ” ସାମ୍ବାଦିକ ହୃଦୟ ରଞ୍ଜନ ମହାରଣାଙ୍କ ଅକାଳ ବିୟୋଗ

ଓଡ଼ଗାଁ ଏବଂ ନୟାଗଡ଼ ଅଂଚଳର ସମସ୍ତ ମହଲରେ ଶୋକର ଛାୟା ଓଡଗାଁ (ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଞ୍ଚଳରେ ଦୀର୍ଘଦିନ ଧରି କାର୍ଯ୍ୟରତ ସମ୍ବାଦ ପ୍ରତିନିଧି ହୃଦୟ ରଂଜନ ମହାରଣା(୪୨)ଙ୍କ ଆଜି ପୂର୍ବାହ୍ନରେ ପରଲୋକ ଘଟିଛି । ଅବସରପ୍ରାପ୍ତ ଶିକ୍ଷକ ଭକ୍ତ ରଞ୍ଜନ…