କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି

ପଦ୍ମପୁର / ଶାସକ ପ୍ରଶାସକ :  ବର୍ତ୍ତମାନ ସାରା ବିଶ୍ବ ରେ କରୋନା ର ଭୟାବହାତ ବଢ଼ିବାରେ ଲାଗୁଥିବା ବେଳେ ଭାରତରେ ମଧ୍ୟ ବର୍ତ୍ତମାନ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି ଘଡି ସନ୍ଧି ମୁହୂର୍ତ୍ତରେ ଲାକଡାଉନ ଖୋଲିଥିଲେ ହେଁ କିଛିଟା କଟକଣା ଜନସାଧାରଣଙ୍କ ହିତ ସାଧନ…

ବ୍ୟାଙ୍କ ଅଫ ବରୋଦା ର ୧୧୩ତମ ପ୍ରତିଷ୍ଠା ଦିବସ

ପଦ୍ମପୁର:- ବରଗଡ ଜିଲ୍ଲା ପଦ୍ମପୁର ସହର ରେ ଥିବା ବ୍ୟାଙ୍କ ଅଫ ବରୋଦାର ୧୧୩ତମ ପ୍ରତିଷ୍ଠାଦିବସ ସ୍ଥାନୀୟ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଛିା କରୋନା କଟକଣା ଯୋଗୁଁ ସମସ୍ତେ ମାକ୍ସ ପରିଧାନ ସହ ସାମାଜିକ ଦୂରତ୍ୱ ରଖି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ପ୍ରତିଷ୍ଠା ଦିବସ ଅବସରରେ…

ଚୋରା ବ୍ରାଉନସୁଗାର ବ୍ୟବସାୟୀଙ୍କୁ ୪ ଦିନିଆ ରିମାଣ୍ଡରେ ନେଲେ କ୍ରାଇମବ୍ରାଞ୍ଚ ଏସଟିଏଫ

ବାରିପଦା(ଦିଲ୍ଲୀପ ମହାନ୍ତି )- ଜୁଲାଇ ୧୯ ସକାଳ ସମୟରେ ବାରିପଦା ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର କୁଚେଇ-ବାରିପଦା ରାସ୍ତାରେ ପ୍ରାୟ ସାଢେ଼ ୩ କୋଟିରୁ ଅଧିକ ମୂଲ୍ୟର ୩.୨୮୫କି.ଗ୍ରାମ ଓଜନର ମାରାତ୍ମକ ଚୋରା ବ୍ରାଉନସୁଗାର ଜବତ କରିବା ସହିତ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା…

କ୍ରିକେଟ ଖେଳି ଗଣିଲେ ୧୨ ହଜାର ତଣ୍ଡ 

ବୁଗୁଡ଼ା/ଡ଼ଃ କୁମୁଦ ଚନ୍ଦ୍ର ବେହେରା: ପୋଲସରା ପୋଲସରା ଥାନା ଅନ୍ତର୍ଗତ ବେଲ ଗାଁ ପଡ଼ିଆରେ ରବିବାର ଦିନ କ୍ରିକେଟ ମ୍ୟାଚ ଖେଳି ଲକ୍ ଡାଉନ୍ ଆଇନ ଉଲଙ୍ଘନ କରି ୨୪ ଜଣ ଖେଳାଳି ୧୨ ହଜାର ଟଙ୍କା ଜରିମାନା ଦେଇଥବା ଜଣା ପଡ଼ିଛି। ବେଲ ଗାଁ, ଡିମିରିଆ ପ୍ରଭୃତି ଗ୍ରାମର ୨୪ ଜଣ ଯୁବକ ବେଲ ଗାଁ…

ସ୍ୱାଧୀନତା ସଂଗ୍ରାମୀ  ଦେବାନନ୍ଦ ଗୁପ୍ତାଙ୍କୁ ଭେଟିଲେ ରେଙ୍ଗାଲି ବିଧାୟକ ଏବଂ ଜ଼ିଲ୍ଲା ପରିଷଦ ସଭାପତି 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ସମ୍ବଲପୁରର ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା (୯୪) ଙ୍କ ସମେତ ରାଜ୍ୟ ର  ୧୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ରେ ସମ୍ମାନିତ କରିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।    ଏହି ପରିପେକ୍ଷୀରେ ଆଜି …

ଆଜି ରାଜ୍ୟରେ ୬୪୭/୬

ପ୍ରାଣ ହରାଇଲେ ୬  ଜଣ , ଶହେ ଟପିଲା ମୃତ୍ୟୁ ସଂଖ୍ୟା  ଭୁବନେଶ୍ୱର (ଶାସକ ପ୍ରଶାସକ) :  ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୪୭ କରୋନା ପଜିଟିଭ ରାଜ୍ୟର ୨୩ ରୀ ଜିଲ୍ଲାରୁ | ସେମାନଙ୍କ ମଧ୍ୟରୁ କବାରେଣ୍ଟାଇନରୁ ୪୩୧ଜଣ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୨୧୬ ଜଣ | ଫଳରେ ମୋଟ…

ଆଜି କରୋନା ଆକ୍ରାନ୍ତ ୩୭ ହଜାର ଉପରେ 

ନୂଆଦିଲ୍ଲୀ (ଏଜେନ୍ସି) ଆଜି ସାରା ଦେଶରେ ୩୭,୧୪୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |   ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ଦେଶରେ ୩୭,୧୪୮ ଜଣ ପଜିଟିଭ ଚିହ୍ନଟ ହୋଇ ଥିବା ବେଳେ ୫୮୭ ଜଣ ମୃତ୍ୟୁବରଣ କରିଛନ୍ତି   | ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ…

ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଦେହାନ୍ତ 

ଭୋପାଲ( ଏଜେନ୍ସି) : ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ୮୫  ବର୍ଷ ବୟସରେ ଦେହାନ୍ତ ହୋଇଛି | ଆସୁସ୍ଥତା କାରଣରୁ କିଛି ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଶ୍ରୀ  ଟଣ୍ଡନଙ୍କ ମଙ୍ଗଳବାର (ଜୁଲାଇ 21) ରେ ଦେହାନ୍ତ ହୋଇଛି। ଏ ବିଷୟ ଲାଲଜୀ ଟଣ୍ଡନଙ୍କ ପୁଅ ଆଶୁତୋଷ ଟଣ୍ଡନ…

ଅଫେରା ରାଇଜରେ ମହାନାୟକ : ଶୋକାଭିଭୂତ ଓଡିଆ, ନିସ୍ତବ୍ଧ କଳା ଦୁନିଆ

 ଭୁବନେଶ୍ୱର( ଗିରିଜା ଶଙ୍କର ଦାଶ) : ନାଁ ଯେମିତି ବାପା ମା ଦେଇଥିଲେ, ସୁଯୋଗ୍ୟ ସନ୍ତାନ ଭାବେ ସାର୍ଥକତା ପ୍ରତିପାଦିତ କରିଥିଲେ କୋଟି ହୃଦୟର ମହାନାୟକ ବିଜୟ ମହାନ୍ତି | ନା ଥିଲା ବିଜୟ , ହେଲେ ସେ ଥିଲେ ଓଡ଼ିଆ କଲା ଜଗତର ଦିଗବିଜୟୀ ବାଦଶାହ | କେହେବେଳେ ଖାଲ ନାୟକ, କେତେବେଳେ ନାୟକ,…

” କରୋନା ମୁକାବିଲା କଡାକଡି କରାଯିବ, ମାଓବାଦୀଙ୍କ କାର୍ଯ୍ୟକଳାପ ଉପରେ ରହିବ ତୀକ୍ଷ୍ଣ ନଜର”

 ଦାୟୀତ୍ୱ ନେଲେ ନୂଆ ଏସପି , ଆଇନଶୃଙ୍ଖଳା ନିୟନ୍ତ୍ରଣରେ ଲୋଡିଲେ ସଭିଙ୍କ ସହଯୋଗ  ଘୁ.ଉଦୟଗିରି/ଗଗନ କୁମାର ପ୍ରଧାନ :କନ୍ଧମାଳ ଜିଲ୍ଲାରେ ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ପୂର୍ବତନ ଜିଲ୍ଲା ଆରକ୍ଷୀ …