ଘୋଷଣା ହେଲା ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ, ଦେଖନ୍ତୁ କଣ ଖୋଲିବ ଆଉ କଣ ଖୋଲିବନି 

ରାତି କର୍ଫ୍ୟୁ ବଳବତ୍ତର :  ଦୋକାନବଜାର ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ  କଣ୍ଟନମେଣ୍ଟ ଅଂଚଳରେ ବଳବତ୍ତର ରହିବ କଡା କଟକଣା  ଭୁବନେଶ୍ୱର ଘୋଷଣା ହେଲା ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ | ଅଗଷ୍ଟ ମାସ ପାଇଁ ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ରାତି…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ପଶ୍ଟିମ ଓଡିଶାର ପ୍ରଥମ ପ୍ଳାଜମା ବ୍ୟାଙ୍କ 

ରାଜ୍ୟର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କ ଦକ୍ଷତା ଉପରେ  ଆମର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି -  ମୁଖ୍ୟମନ୍ତ୍ରୀ  ରାଉରକେଲାର ଆଇଜିଏଚରେ ହେଲା କାର୍ଯ୍ୟକ୍ଷମ , ରାଜ୍ୟର ତୃତୀୟ ସାରା ରାଜ୍ୟରେ ୭୦ ୟୁନିଟ୍‌ ପ୍ଲାଜମା ସଂଗୃହୀତ,  ପ୍ଳାଜମା ଥେରାପି ନେଇଥିବା  ୮ ଜଣ ସୁସ୍ଥ,…

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ କାର୍ଯ୍ୟକ୍ଷମ କରାଇବାରେ ରାଜ୍ୟସରକାର ବିଫଳ :ଦିଲୀପ ମହାନ୍ତି

 ରାସ୍ତା ପାର୍ଶ୍ୱ  ଉଠାଦୋକାନୀ(ଷ୍ଟ୍ରିଟ୍ ଭେଣ୍ଡର) ଚିହ୍ନଟ ପକ୍ରିୟା କେବେ ହୋଇଥିଲା ଓ  କଟ ଅଫ ତାରିଖ କେବେ ଥିଲା ?  ରାଜ୍ୟ ସରକାରଙ୍କ କୈାଣସି ୱେବ୍ସାଇଟରେ  ଷ୍ଟ୍ରିଟ୍ ଭେଣ୍ଡରଙ୍କ ତାଲିକା କାହିଁକି ପ୍ରକାଶ କରାଯାଇନାହିଁ ?  ରାଜ୍ୟରେ ଥିବା ୫ଟି ମହାନଗର ନିଗମ, ୪୮ଟି…

ଟାଇମ୍ସ ଇଞ୍ଜିନିୟରିଂ ରାଙ୍କିଙ୍ଗ  ସର୍ଭେରେ ଦେଶରେ ଆଇଟିଇଆର୍ ୨୩ତମ ସ୍ଥାନରେ

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଶୁକ୍ରବାର ପ୍ରକାଶିତ ଟାଇମ୍ସ ଇଞ୍ଜିନିୟରିଂ ରାଙ୍କିଙ୍ଗ ସର୍ଭେ ୨୦୨୦ ଅନୁଯାୟୀ ଦେଶରେ ୨୩ ତମ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ଫ୍ୟାକଲ୍ଟି ଅଫ୍  ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍…

ଅଗଷ୍ଟ ୩ ରୁ ଉତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର, (ଶାସକ ପ୍ରଶାସକ)  : ଆସନ୍ତା ସପ୍ତାହରେ ଉତର-ପୂର୍ବ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ମୌସୁମୀ  ଉତର ଦିଗରୁ ଦକ୍ଷିଣ ଦିଗକୁ ମୁହାଁଇବା ପାଇଁ ପରିବେଶ ଅନୁକୂଳ ହୋଇଥିବାରୁ ପାଣିପାଗରେ ପରିବର୍ତନ ଆସିବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ…

“ବିଜେପି କଲେ ଠିକ, କଂଗ୍ରେସ କଲେ ଭୁଲ”  

ଜୟପୁର(ଏଜେନ୍ସି) ରାଜସ୍ଥାନ ରାଜନୀତି ଅନିଶ୍ଚିତତା ଭିତରେ ଗତି କରିଥିବା ବେଳେ ବିଏସପିର ୬ ବିଧାୟକଙ୍କ କଂଗ୍ରେସରେ ବିଲୟକୁ ନେଇ ଟାଣ ଓଟରା ଚାଲିଛି | ଏହାକୁ ବିଜେପି ବେଆଇନ ବୋଲି କରୁଥିବା ବେଳେ ତା ଜବାବ ରଖିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ | ସେ କହିଛନ୍ତି "  ବିଜେପି…

ପଦ୍ମପୁର ବଣିକ ସଂଘ ପକ୍ଷରୁ ବରଗଡ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର 

ଦୋକାନ ବଜାର ସ୍ୱାଭାବିକ ଭାବେ ଖୋଲିବାକୁ ଅନୁମତି ଦେବାପାଇଁ କଲେ ଅନୁରୋଧ  ପଦ୍ମପୁର- ଚିର ମରୁଡି ପ୍ରପିଡିତ ଅଂଚଳ ଭାବେ ପଦ୍ମପୁର ସବଡିଭିଜନ ଟି ବେଶ ଭଲଭାବରେ ଓଡିଶା ମାନଚିତ୍ର ରେ ଅଦ୍ୟାବଧି ରହିଆସିଛିା ବର୍ତମାନ ବର୍ଷା ର ପରିମାଣ କମ ହେବାରୁ ଚାଷକାର୍ଯ୍ୟ ରେ ଅନେକ ବାଧା ଉପୁଜିବା ସଂଗେ…

ଲକ ଡାଉନ-ସଟ ଡାଉନ ସମୟ ରେ କୋରଡା ମାଡ !

ପଦ୍ମପୁର:- କରୋନା ମହାମାରୀ ପାଇଁ ପର୍ଯ୍ୟାୟ କ୍ରମେ କେନ୍ଦ୍ର ଓ ରାଜ୍ୟସରକାର ଲକ ଡାଉନ ସମେତ ବିଭିନ୍ନ ଦିଗକୁ ଦେଖି ଜନଜୀବନ ରକ୍ଷା ଉଦ୍ଦେଶ୍ୟ ରେ ସଟଡାଉନ ଘୋଷଣା ସ୍ୱାଗତଯୋଗ୍ୟ ପଦଯେପ ମାନ ନେଇଚାଲିଛନ୍ତି । ହେଲେ ନିରିହ ଗରିବ ଖଟିଖିଆ ଦିନ ମଜୁରିଆ କାମ ଧନ୍ଦା ନ ପାଇ ବର୍ତମାନ ସର୍ବଶାନ୍ତ…

ଜଗନ୍ନାଥ ଆମକୁ ବଞ୍ଚାଅ : ତଥାଗତ ସତପଥୀ

ଭୁବନେଶ୍ୱର : ବିଭିନ୍ନ ସମୟରେ ନିଜର ଶାଣିତ ମନ୍ତବ୍ୟ ପାଇଁ ଚର୍ଚାରେ ରହିଆସିଥିବା ଲୋକପ୍ରିୟ ଦୈନିକ ଖବରକାଗଜ ଧରିତ୍ରୀର ସମ୍ପାଦକ ତଥା ବିଜେଡିର ପୂର୍ବତନ ସଂସଦ ତଥାଗତ ସତପଥୀ ଏବେ ଉଠାଇଛନ୍ତି ଏକ ସମ୍ବେଦନଶୀଳ ପ୍ରସଙ୍ଗ | କିଛି ଦିନ ତଳେ ସୁନ୍ଦରପଡ଼ାର ଜଣେ ଗରିବ ଲୋକଙ୍କ ବିଦ୍ୟୁତ ବିଲ ୬…

ପ୍ରଶାସନର ବାଉଳା ତଥ୍ୟରେ ଲୋକେ କନଫ୍ୟୁଜ : ସ୍ଥାନୀୟ ସଂସ୍ପର୍ଶ ୧୧ ନା ୧୩ 

ମୟୂରଭଞ୍ଜ :  ଆଜି ପୁଣି  ୧୩ ନୂଆ ପଜିଟିଭ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୬୫୧କୁ ବୃଦ୍ଧି   ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ଜିଲ୍ଲାର ଉଦଳା ବ୍ଲକ ଖଲାଡ଼ି ପଞ୍ଚାୟତ କଇଁସାରୀ ଅଞ୍ଚଳରୁ- ୧, ଶାମାଖୁଣ୍ଟା ବ୍ଲକ ପାଇକବସା ଅଞ୍ଚଳରୁ-୧, କରଞ୍ଜିଆ ବ୍ଲକ ବଡ଼ଦେଉଳି ଅଞ୍ଚଳରୁ-୧, ଶୁକୃଳି ବ୍ଲକର…