ଜିଲ୍ଲା ବିଜେଡି ପକ୍ଷରୁ  “ଓଡିଶା ମୋ ପରିବାର”ଜୀବନବିନ୍ଦୁ  ଆନୁକୂଲ୍ୟରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶାର  ମାନ୍ୟବର ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକଙ୍କ  ଆହ୍ବାନ କ୍ରମେ ରବିବାର ଦିନ କ୍ରାନ୍ତି ଦିବସ ଅବସରରେରେ ସାରାରାଜ୍ୟ ରେ ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ଆନୁକୁଲ୍ୟରେ ରକ୍ତଦାନ ଶିବିର  କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗଜପତି…

“ସମ୍ କୋଭିଡ ହସ୍ପିଟାଲକୁ  ନେଇ ଭାଇରାଲ ଭିଡିଓ ପ୍ରସାରଣ ପ୍ରସଙ୍ଗରେ ସୋଆ ଦେଲା ସ୍ପଷ୍ଟୀକରଣ 

ସାମାଜିକ ଗଣମାଧ୍ୟମରେ ଉଦ୍ଦେଶ୍ୟମୂଳକ ଭିଡିଓ  ଭାଇରାଲ କରିବା ଦୁଃଖଦାୟକ ଓ ନିନ୍ଦନୀୟ ନିର୍ଦ୍ଦିଷ୍ଟ ଗଣମାଧ୍ୟମ କରୁଛନ୍ତି  ବିଭ୍ରାନ୍ତିକର ଭାଇରଲ ଭିଡିଓ ଉପରେ  ଖବର  ପରିବେଷଣ  ଘରଠୁ ଦୂରରେ ରହି ସେବାରେ ନିୟୋଜିତ  କରୋନା ଯୋଦ୍ଧାଙ୍କ ମନୋବଳ ଭାଙ୍ଗିବାକୁ ଅପଚେଷ୍ଟା…

ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଔଷଧୀୟ ମସାରି ବଣ୍ଟନ 

ପାଇକମାଲ :- ପାଇକମାଲ ବ୍ଲକ ରେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ୱାର ଔଷଧୀୟ ମସାରି ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଅଛି । ବୁକୁରାମୁଣ୍ଡା CHC ର ପ୍ରତକ୍ଷ ତତ୍ୱବାଧାନ ରେ ଆଜି ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ତହସିଲ ସାହୁ , ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର…

ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ବରଗଡ :- କ୍ରାନ୍ତି ଦିବସ ଠାରୁ ସ୍ୱାଧୀନତା ଦିବସ ପନ୍ଦର ଅଗଷ୍ଟ ପର୍ଯନ୍ତ ବିଜୁ ଜନତା ଦଳ ତରଫରୁ ରାଜ୍ୟର ଅନେକ ସ୍ଥାନରେ ପ୍ରତ୍ୟେକ ଦିନ ରକ୍ତଦାନ କାର୍ଯ୍ୟକ୍ରମ ଜୀବନବିନ୍ଦୁ ଆୟୋଜନ କରାଯାଉଛି । ଏହି କ୍ରମରେ ବରଗଡ଼ ଜିଲ୍ଲାର ଜୀବନବିନ୍ଦୁ ଜିଲ୍ଲା ସହ ସଂଯୋଜକ ଶ୍ରୀ ଅଶ୍ୱିନୀ କୁମାର…

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ “ଓଡିଶା ମୋ ପରିବାର -ଜୀବନ ବିନ୍ଦୁ ” ରକ୍ତଦାନ ଶିବିର

ସଂଗୃହୀତ ହେଲା ୪୦ ୟୁନିଟ ରକ୍ତ  ଭୁବନେଶ୍ଵର : କ୍ରାନ୍ତି ଦିବସ ଠାରୁ ସ୍ୱତନ୍ତ୍ରତା ଦିବସ ପର୍ଯ୍ୟନ୍ତ ବିଜୁ ଜନତା ଦଳର  “ଓଡିଶା ମୋ ପରିବାର-ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ଅନ୍ତର୍ଗତ ଆରମ୍ଭ ହୋଇଥିବା ସପ୍ତାହବ୍ୟାପୀ ଅଭିଯାନର ଦ୍ଵିତୀୟ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର…

ଓଡ଼ିଶା ମୋ ପରିବାର’ ପକ୍ଷରୁ ସପ୍ତାହବ୍ୟାପୀ ରକ୍ତଦାନ ଶିବିର

 ଦ୍ୱିତୀୟ ଦିନରେ  ସଂଗୃହିତ ହେଲା ୪୬ ୟୁନିଟ ରକ୍ତ  ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ) : ଓଡିଶା- "ମୋ ପରିବାର "ଆନୁକୂଲ୍ୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ  ଆନୁକୂଲ୍ୟରେ ସମ୍ବଲପୁର ଅଇଁଠାପାଲି ଛକ ନିକଟସ୍ଥ କାଇଁଶିର ରୋଡ଼ ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ କ୍ରମାଗତ ଭାବେ ଆଜି ଦ୍ଵିତୀୟ ଦିନ…

କାଳ ହେଉଛି ଶିଳ୍ପଜାତ ବର୍ଜ୍ୟବସ୍ତୁ, ପ୍ରାଣ ହରାଉଛନ୍ତି ଜୀବଜନ୍ତୁ। 

ଝାରସୁଗୁଡ଼ା (ସୁଭାଷ ସହାରେ): ଚାକଚକ୍ୟଭରା ବିକାଶର ନିଶାରେ ମଣିଷ ନିଜ ପାଇଁ,ଅନ୍ୟାନ୍ୟ ପ୍ରାଣୀ ପାଇଁ ଓ ପରିବେଶ ପାଇଁ କିପରି ବିପତ୍ତିକୁ ନିମନ୍ତ୍ରଣ କରୁଛି, ଝାରସୁଗୁଡ଼ା ଅଞ୍ଚଳ ବର୍ତ୍ତମାନ ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି। କଳକାରଖାନାମାନଙ୍କ ଦ୍ବାରା ନିର୍ଗତ ବିଷାକ୍ତ ବାଷ୍ପ,…

ସାପ କାମୁଡାରେ ଜଣେ ଯୁବକ ମୃତ

ବୌଦ୍ଧ (ଶାସକ ପ୍ରଶାସକ) – ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ବୀରନରସିଂହପୁର ଗ୍ରାମ ପଞ୍ଚାୟତ  ହାଟଗାଁ ଗ୍ରାମରେ ଏକ ବିଷଧର ସାପ କାମୁଡାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହାଟଗାଁ ଗ୍ରାମର ନିରଞ୍ଜନ ମେଣ୍ଡିଲୀ ନାମକ ଜଣେ ଯୁବକ ଶନିବାର ରାତିରେ ଘରେ…

ଚବିଶି ଘଂଟାରେ ୬୨,୦୬୪ ଆକ୍ରାନ୍ତ, ଯାଇଛି  ୧,୦୦୭ ଜୀବନ 

ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ଟପିଥିବା  ବେଳେ ସୁସ୍ଥ ହେଲେଣି ୧୫ଲକ୍ଷରୁ ଉର୍ଧ୍ଵ  ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୨,୦୬୪   କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୧,୦୦୭  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା …

ରାଜ୍ୟର ଆଇଟିଆଇଗୁଡିକୁ ଅସାମାନ୍ୟ ଜାତୀୟ ସଫଳତା: ଓଡ଼ିଶାର ଶିଳ୍ପ ପ୍ରଗତି ତଥା ଆର୍ଥିକ ବିକାଶ କ୍ଷେତ୍ରରେ ନୂଆ ମାଇଲ୍…

ଆମ ରାଜ୍ୟର ୧୧ଟି ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଭାରତରେ ଆଗୁଆ ଅନୁଷ୍ଠାନ ଭାବରେ ପରିଗଣିତ ହେବା ବଡ଼ ଖୁସିର ବିଷୟା ଏହି ଖୁସି ଅନୁଷ୍ଠାନଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଯେତିକି ଉତ୍ସାହଜନକ, ଅନୁରୂପ ଭାବରେ ପ୍ରତିଷ୍ଠାନର ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ପ୍ରତି…