ରାୟଗଡ ଜିଲ୍ଲା ବିକାଶ ପରିଷଦ ଦେଲା ଗାନ୍ଧୀ ଜୟନ୍ତୀରୁ ଅନଶନ ଧମକ 

ଗୁଣୁପୁର / ସିଦ୍ଧାର୍ଥ ଦାସ :ରାୟଗଡ ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଗୁଣପୁର ଉପ ଜିଲ୍ଲାପାଳ , ତହସିଲଦାର ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପରିଷଦର ଜିଲ୍ଲା ଆବାହକ ପ୍ରଦୀପ ଦାଶ, ବୋମାଲି କାନ୍ତା ରାଓ , ଉପଖଣ୍ଡ ଆବାହକ ଶକ୍ତି ଦାଶ,ଗୁଣପୁର ବ୍ଲକ…

କେନ୍ଦ୍ରୀୟ ମାଛ ଚାଷ ଯୋଜନାରେ ଚାଷୀ ବେଶ ଉପକୃତ ହେଉଥିବା ଯୋଗୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

http://www.youtube.com/watch?v=daTP6Rn03mA ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୂର୍ବେ ଆମେ ମାଛ ଚାଷ କରି ସୀମିତ ଜାଗାକୁ ମାଛ ବିହନ ଓ ମାଛ  ବିକ୍ରିବଟା କରୁଥିଲୁ , ବର୍ତ୍ତମାନ କିନ୍ତୁ  ପ୍ରଧାନମନ୍ତ୍ରୀ ଭାରତ ନିର୍ମାଣ ଯୋଜନାରେ ଆମେ ଆମର ବିଭିନ୍ନ କିସମ ମାଛବିହନ ଓ…

“ଗଙ୍ଗାଧର ମେହେର ଜଳସେଚନ ଏକ ମରିଚିକା”

http://www.youtube.com/watch?v=WKdBcHtGOYg ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଆଣିଲେ ଅଭିଯୋଗ  ବରଗଡ଼ (ଶାସକ ପ୍ରଶାସକ): ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ଏକ ମରିଚିକା, ଓଡିଶା ବାସୀଙ୍କୁ ଚକ୍ମା ଦେଇ ଭୋଟ ହାସଲ କରିବାରେ ବିଜୁ ଜନତା ଦଳ ସିଦ୍ଧହସ୍ତ ।…

ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳଦାସଙ୍କୁ କରୋନା: ମେଦାନ୍ତରେ ଭର୍ତ୍ତି

ମଥୁରା (ଏଜେନ୍ସି)  ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର  ଟ୍ରଷ୍ଟର ସଭାପତି ତଥା ଶ୍ରୀକୃଷ୍ଣ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ  ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଅସୁସ୍ଥ ହୋଇପଡ଼ିଛନ୍ତି । କରୋନା ଆଣ୍ଟିଜେନ୍ ପରୀକ୍ଷାରେ ପଜିଟିଭ୍ ଆସିବା ପରେ ତାଙ୍କୁ ମଥୁରାରୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ…

ଚବିଶି ଘଂଟାରେ ୬୬,୯୯୯  ଆକ୍ରାନ୍ତ, ଯାଇଛି  ୯୪୨ ଜୀବନ 

 ଗତକାଲି ନମୁନା ଯାଞ୍ଚ ହୋଇଥିଲା  ୮,୩୦,୩୯୧ ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୬,୯୯୯   କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୯୪୨  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା  ୨୩,୯୬,୬୩୮   ହୋଇଥିବା ବେଳେ ସକ୍ରିୟ ଅଛନ୍ତି …

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଜୀବିତ ଅଛନ୍ତି 

"ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରସାରଣ କରାଯାଉଛି।" ନୂଆଦିଲ୍ଲୀ (ଶାସକ ପ୍ରଶାସକ): ସାମାଜିକ ଗଣମାଧ୍ୟମରେ ପ୍ରସାରିତ ସୂଚନାକୁ ଖଣ୍ଡନ ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଜୀବିତ ଥିବା ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ସ୍ପଷ୍ଟ କରିଛନ୍ତି ।  ଶ୍ରୀ ମୁଖାର୍ଜୀ କିଛି…

ସରକାରଙ୍କ ମାଲ, ନର୍ଦ୍ଦମା ମେ ଡାଲ : ଉଦ୍ଦେଶ୍ୟ ଯାଉ ଚୁଲୀକୁ 

ମାର୍କେଟ କମ୍ପ୍ଲେକ୍ସ ଘର ଅପରିଷ୍କାର ପଡି ରହିଛି, ପଞ୍ଚାୟତ ରାଜସ୍ୱ ହାରାଉଛି । ଝାରବନ୍ଧ-ମନୋହର ଦାଶ : ପଞ୍ଚାୟତର ରାଜସ୍ୱ ବୃଦ୍ଧି ଗରିବ ଲୋକଙ୍କୁ ଥଇଥାନ କରିବା ଲାଗି ଖର୍ଚ୍ଚ କରାଯାଇ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି।ହେଲେ ଏଥିରେ ବର୍ଷ ବର୍ଷ ଧରି ଖାଲି…

ଓଳିଆରୁ ଗଜା

ଦୀନବନ୍ଧୁ ନାୟକ ‘ଓଳିଆରୁ ଗଜା’ କହିଲେ ଏ ପିଢୀର ପିଲାମାନେ ଓଳିଆ କ’ଣ – ବୁଝି ପାରିବେନି । ବଜାରସହର ପିଲାମାନେ ହୁଏତ ଓଳିଆ ଦେଖି ନଥିବେ! ଓଳିଆ ଶଦ୍ଦଟି ଗତ ଶତାଦ୍ଦିର ଦ୍ୱିତୀୟାର୍ଦ୍ଧର କେତେବର୍ଷ ପର୍ଯ୍ୟନ୍ତ ବୁଝି ହେଉଥିଲା । ଓଳିଆ ଆମ ଓଡିଶାର ଗୋଟିଏ ବହୁ ପ୍ରଚଳିତ ଗାଉଁଲୀ ଶଦ୍ଦ ।…

+୨ ବିଜ୍ଞାନ ପରୀକ୍ଷାରେ ଏମପିସି କନିଷ୍ଠ ବିଦ୍ୟାଳୟର ଛାତ୍ର ଆଶିଷ ଜିଲ୍ଲା ଟପ୍ପର  

ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷାବର୍ଷର +୨ ବିଜ୍ଞାନ ପରୀକ୍ଷା-୨୦୨୦ ଫଳ ଅଗଷ୍ଟ ୧୨ ବୁଧବାର ମଧ୍ୟାହ୍ନ ସାଢେ଼ ୧୨ରେ ପ୍ରକାଶ ପାଇଛି । ଏଥିରେ ବାରିପଦାସ୍ଥିତ ଏମପିସି କନିଷ୍ଠ ମହାବିଦ୍ୟାଳୟର ଛାତ୍ର ତଥା ବାରିପଦା ସହରର…

+୨ ବିଜ୍ଞାନ ପରୀକ୍ଷାରେ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶତ ପ୍ରତିଶତ ସଫଳତା

ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷାବର୍ଷର +୨ ବିଜ୍ଞାନ ପରୀକ୍ଷା-୨୦୨୦ ଫଳ ଅଗଷ୍ଟ ୧୨ ବୁଧବାର ମଧ୍ୟାହ୍ନ ସାଢେ଼ ୧୨ରେ ପ୍ରକାଶ ପାଇଛି । ଏଥିରେ ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୨୨ସ୍ଥିତ ପୂର୍ଣ୍ଣଚନ୍ଦ୍ର ଉଚ୍ଚ…