ବଲାଙ୍ଗୀର : କୃଷକ ମାନଙ୍କ ଅଧିକାର ହାସଲ ପାଇଁ ଭାରତ ବନ୍ଦ

ବନ୍ଦକୁ ସମର୍ଥନ କଲେ ଏଆଇଡିଏସ୍‌ଓ, ଆମ ଆଦମୀ ପାର୍ଟି ଓ କୋସଲ ରାଜ୍ୟ ସମନ୍ୱୟ ସମିତି ଓ କଂଗ୍ରେସ ପାର୍ଟି । ବଲାଙ୍ଗୀର(ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର)- ଆଜି କୃଷକ ମାନଙ୍କ ଅଧିକାର ହାସଲ ପାଇଁ ତଥା କେନ୍ଦ୍ର ନେତୃତ୍ୱାଧୀନ ବିଜେପି ସରକାରରର ଚାଷୀ ବିରୋଧୀ ନୀତି ବିରୁଦ୍ଧରେ…

ଭଞ୍ଜନଗର ରେ ଭାରତ ବନ୍ଦ ସଫଳ 

ଭଞ୍ଜନଗର ( ନିଲୁ ବିଷୋୟୀ ) କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ମଙ୍ଗଳବାର କୃଷକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭାରତ ଡାକରା ଦିଆଯାଇଥିଲା। ସେହିପରି ଭଞ୍ଜନଗରରେ ମଧ୍ୟ ଭାରତ ବନ୍ଦକୁ ବିପୁଳ ସଫଳତା ଦେଖିବାକୁ ମିଳିଛି । ଏହି ବନ୍ଦ ଡାକରାରେ ୧୮ଟି ରାଜନୈତିକ ଦଳ…

ମାଲକାନଗିରିରେ ଚାଷୀ ମୂଲିଆ ଓ ଆଦିବାସୀ ସଙ୍ଘ ସହ କଂଗ୍ରେସ ଓ ସିପିଆଇଏମଙ୍କ ଦ୍ଵାରା ବନ୍ଦ ଡାକରା।

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଆଜି କୃଷକ ମହାସଂଘ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ବେଶ ପ୍ରଭାବ ମାଲକାନଗିରି ଜିଲ୍ଲାରେ ଦେଖିବକୁ ମିଳିଛି । ଜିଲ୍ଲାରେ ସିପିଆଇଏମ , କଂଗ୍ରେସ, ବି ଏସ ପି ଏବଂ ଚାଷୀ ସଙ୍ଗଠନ ଓ କିଷାନ ମଜଦୁର ମହାସଂଘ ପକ୍ଷରୁ ଏହି ବନ୍ଦ ଡାକରା…

ଶାସକ ଦଳ ନେତାଙ୍କ ଛାତ୍ରଛାୟା ତଳେ ରତ୍ନ ପଥର ଚୋରା କାରବାର ! 

ଗୁଣୁପୁର(ମାଧବ ବିଡ଼ିକା) : ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଖୋଦ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଙ୍କ ଛାତ୍ରଛାୟା ରେ ଚାଲିଥିଲା କୋଟି କୋଟି ଟଙ୍କାର ରତ୍ନ ପଥର ଚୋରାଚାଲାଣ। ଦିନେ ନୁହେଁ କି ମାସ ନୁହେଁ ବର୍ଷ ବର୍ଷ ଧରି ବିଜୁ ଜନତା ଦଳର ନେତାମାନଙ୍କ ସହିତ ମିଶି ଚାଲିଥିଲା ଚୋରା ରାକେଟ। ଏ କଥା…

ରାଜବୋଡାସମ୍ବର କୄଷକ ସଙ୍ଗଠନ ଆହ୍ବାନରେ ପଦ୍ମପୁରରେ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ।

ପଦ୍ମପୁର-କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ତିନିଗୋଟି ବିଲର ପ୍ରତିବାଦ କରି ଆଜି ଚାଷୀ ସମାଜ ରାଜରାସ୍ତାରେ । ଏହି ତ୍ରୁଟିପୂର୍ଣ୍ଣ କୃଷିବିଲକୁ ଫେରେଇ ନେବା ପାଇଁ ଗତ ଏଗାର ଦିନ ହେଲା ବିଭିନ୍ନ କୃଷକ ସଙ୍ଗଠନ ର ହଜାର ହଜାର ଚାଷୀ ଦେଶର ରାଜଧାନୀକୁ ଘେରି ବସିଛନ୍ତି । ବାରମ୍ବାର ସରକାରଙ୍କ…

କୋଭିଡ ଲଢେଇ  :  ଆରମ୍ଭ ହେଲା ଗଣଟୀକା ଦାନ 

 ପ୍ରଥମ ଟୀକା ନେଲେ ୯୦ ବର୍ଷ ବୟସ୍କା ମହିଳା  ଲଣ୍ଡନ: ଆରମ୍ଭ ହେଲା ଗଣଟୀକା ଦାନ , ପ୍ରଥମ ଟୀକା ନେଲେ ୯୦ ବର୍ଷ ବୟସ୍କା ମହିଳା | ବ୍ରିଟେନରେ  ଆରମ୍ଭ ହୋଇଥିବା ଗଣଟୀକାଦାନ କାର୍ଯ୍ୟକ୍ରମ ଅନ୍ତର୍ଗତ  ଉତ୍ତର ଆୟର୍ଲାଣ୍ଡର 90 ବର୍ଷ ବୟସ୍କା ମହିଳା ମାର୍ଗେଟ୍ କିନ୍ନ୍ ମଙ୍ଗଳବାର ଦିନ ବିଶ୍ୱର…

ଭାରତ ବନ୍ଦର ପ୍ରଭାବ:ବରଗଡ ଜିଲ୍ଲାରେ ବନ୍ଦକୁ ବିପୁଳ ଜନ ସମର୍ଥନ

ରାଜ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କଲେ ଚାଷୀ ବରଗଡ :-  କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ତିନିଗୋଟି ବିଲର ପ୍ରତିବାଦ କରି ଆଜି ଚାଷୀ ସମାଜ ରାଜରାସ୍ତାରେ । ଏହି ତ୍ରୁଟିପୂର୍ଣ୍ଣ କୃଷିବିଲକୁ ଫେରେଇ ନେବା ପାଇଁ ଗତ ଏଗାର ଦିନ ହେଲା ବିଭିନ୍ନ କୃଷକ ସଙ୍ଗଠନ ର ହଜାର ହଜାର ଚାଷୀ ଦେଶର…

ସାରାବଙ୍ଗ ମଣ୍ଡିରେ ଟୋକନ ବିଭ୍ରାଟ.ପେକ୍ସ ସମ୍ପାଦକ, ଡିଇଓଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ

ନୂଆପଡ଼ା(ଅମିତ ପୁରୋହିତ) : ସଦର ବ୍ଲକ ସାରାବଙ୍ଗ ମଣ୍ଡିରେ ଟୋକନ ବିଭ୍ରାଟ ଦେଖା ଦେଇଛି । ଏହା ଉପରେ ଜିଲ୍ଲାପାଳ ସ୍ୱଧାଦେବ ସିଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାରାବଙ୍ଗ ପେକ୍ସ ସମ୍ପାଦକ ଭିଷ୍ମ କୁମାର ସାହୁ ଓ ଡାଟା ଏଣ୍ଟ୍ରି ଅପରେଟର(ଡିଇଓ) ପୂର୍ଣ୍ଣେନ୍ଦ୍ର ଦଣ୍ଡସେନାଙ୍କୁ କାର୍ଯ୍ୟରୁ…

କୁଷ୍ଠ ରୋଗୀଙ୍କୁ ଘରୋଇ ଉପକରଣ ବଂଟନ

ରାୟଗଡ(ସରୋଜ ସାହୁ) : ରାୟଗଡ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ କୁଷ୍ଠ  ରୋଗରୁ ଆରୋଗ୍ୟ ଲାଭ କରିଥିବା ୫୬ ଜଣଙ୍କୁ ଘରୋଇ ଉପକରଣ ବଂଟନ କରାଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଏଥି ନିମନ୍ତେ ୩୩ ପ୍ରକାରର ୫୧ଟି ଉପକରଣ ସମ୍ବଳିତ ଏକ କିଟକୁ ପ୍ରତ୍ୟେକ…

୧ କୋଟିରୁ ଉର୍ଦ୍ଧ୍ୱ  ଟଙ୍କାର ମୂଲ୍ୟବାନ ରତ୍ନ ପଥର ଜବତ 

ରାୟଗଡ(ସରୋଜ ସାହୁ) : ମୂଲ୍ୟବାନ ରତ୍ନପଥର ଚୋରାଚାଲାଣ ପାଇଁ ଯୋଜନା ହେଉଥିବା ସମୟରେ କ୍ରାଇମ ବ୍ରାଂଚର ଏସଟିଏଫ ଟିମ୍ ହାତରେ ଧରା ପଡିଛି ଜଣେ ରତ୍ନ ପଥର ଚୋରା ବେପାରୀ । ଏଥି ସହ ବିପୁଳ ପରିମାଣରେ ମୂଲ୍ୟବାନ ରତ୍ନ ପଥର ଜବତ କରିଛି କ୍ରାଇମ ବ୍ରାଂଚ ଏସଟିଏଫ । ସୂଚନା ମୁତାବକ ରାୟଗଡା ସହର…