ବିଜୁ ଜନତା ଦଳ ପକ୍ଷରୁ  ବୁଥ କମିଟି ବୈଠକ । 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ପୌରପରିଷଦର ବାବୁପଡ଼ା ଓ ଝାଡ଼େଶ୍ବର ମନ୍ଦିର ରୋଡର ୧୬ ନମ୍ବର ୱାର୍ଡଠାରେ ବିଜୁ ଜନତା ଦଳ ତରଫରୁ ବୁଥ କମିଟି ବୈଠକମାନ  ଅନୁଷ୍ଠିତ ହୋଇଥିଲା। ଏହି ବୈଠକମାନଙ୍କରେ ଆଗାମୀ ସମୟରେ ବିଜୁ ଜନତା ଦଳକୁ କିପରି ଆହୁରି ଶକ୍ତିଶାଳୀ କରାଯିବ ସେ ବିଷୟରେ…

୧୩ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଗୁଡଖା ଜବତ:  ୮ଗିରଫ ।

ମାଲକାନଗିରି: (ବି ଶ୍ରୀନିବାସ ପାତ୍ର)ଗତକାଲି ସନ୍ଧ୍ୟାରେ ପୁଲିସ ମାଲକାନଗିରି ବସ୍‌ଷ୍ଟାଣ୍ଡ୍‌ରୁ କାଲିମେଳାକୁ ବେଆଇନ ଭାବେ ଯାଉଥିବା ବିପୁଳ ପରିମାଣର ଗୁଟ୍‌ଖା ଜବତ କରିବା ସହ ଏଥିରେ ସମ୍ପୃକ୍ତ କେତେ ଜଣଙ୍କୁ ଗିରଫ କରିଛି। ବସ୍‌ଷ୍ଟାଣ୍ଡ୍‌ରୁ ଜବତ ଗୁଟ୍‌ଖା ଘଟଣାରେ ଗିରଫ ବ୍ୟକ୍ତିଦ୍ୱୟ…

ପୋଲିସ ଗୁଳିରେ ଟଳିଲେ ଦୁଇ ମାଓବାଦୀ : ୧ବନ୍ଧୁକ ଜବତ ।

ମାଲକାନଗିରି :-(ବି ଶ୍ରୀନିବାସ ପାତ୍ର)-ପୁଣି ମାଲକାନଗିରି ଜିଲା ଚିତ୍ରକୋଣ୍ଡା  ସ୍ୱାଭିମାନ ଅଞ୍ଚଳରେ ଫୁଟିଲା ଗୁଳି । ସୁରକ୍ଷାକର୍ମି  ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଦୁଇ ମାଓବାଦୀ ମୃତ । ମାଓ ଦମନ ଅଭିଯାନରେ ପୋଲିସର ଏହା ଆଉ ପାଦେ ସଫଳତା ବୋଲି କୁହାଯାଇପାରେ । ମୃତ ଦୁଇ…

ସ୍ୱାଭିମାନ ଅଞ୍ଚଳର ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ ଭୁବନେଶ୍ୱର ଟିମ ।

ଆରଡ଼ି ବିଭାଗର ଯନ୍ତ୍ରୀ ସାଇଙ୍କ ମନମାନୀ କାମକୁ ନେଇ ଲୋକଙ୍କ ଭିତରେ ବଢୁଛି ଅସନ୍ତୋଷ  ମାଲକାନଗିରି: (ବି ଶ୍ରୀନିବାସ ପାତ୍ର )-ଗତ କିଛିଦିନ ତଳେ ସ୍ୱାଭିମାନ ଅଞ୍ଚଳକୁ ଗସ୍ତ କରିଥିଲେ କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ସେ ନିଜର ଗସ୍ତ ସମୟରେ ସ୍ୱାଭିମାନ ଅଞ୍ଚଳରେ ସରକାର ଙ୍କ…

ବିଜେପି ଆରମ୍ଭ କରିବ ଚାଷୀ ସମାବେଶ ଓ ମଣ୍ଡିଚାଲ ଅଭିଯାନ 

ରାଜ୍ୟସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ରାଜ୍ୟବ୍ୟାପୀ ଚାଷୀ ସମାବେଶ ଓ ମଣ୍ଡିଚାଲ ଅଭିଯାନ ଆରମ୍ଭ କରିବ କୃଷକମୋର୍ଚ୍ଚା :ପ୍ରଦୀପ ପୁରୋହିତ  ରାଜ୍ୟର ୩ ହଜାର ୫ ଶହ ଧାନ ମଣ୍ଡିରେ କୃଷକମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ମଣ୍ଡିଚାଲ ଅଭିଯାନକୁ ବ୍ୟାପକ କରିବେ  ଡିସେମ୍ବର ୧୯ ତାରିଖ…

ପୁରନ୍ଦେଶ୍ୱରୀ ଯଦି ମିଛୁଆ, ତେବେ ବିଜେଡି ମନ୍ତ୍ରୀ ନେତା ଅଭ୍ୟାସଗତ ମିଛୁଆ : ଲେଖାଶ୍ରୀ 

ଭୁବନେଶ୍ୱର(ଶାସକ ପ୍ରଶାସକ) :ରାଷ୍ଟ୍ରୀୟ ସାଧାରଣ ସଂପାଦିକା ତଥା ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ  ବିଧାନସଭା ଉତ୍ତର ଆଧାରରେ ରାଜ୍ୟସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଏହା ପରେ ବିଜେଡି ମୁଖପାତ୍ର ସସ୍ମିତପାତ୍ର ତାଙ୍କୁ ମିଛୁଆ ବୋଲି ଆକ୍ଷେପ କରିଛନ୍ତି । ଏଥିରୁ ସ୍ପଷ୍ଟ ଯେ,…

ଭଞ୍ଜନଗର ଓକିଲ ସଂଘ ନିର୍ବାଚନ ; ଦଣ୍ଡପାଣି ସ୍ୱାଇଁ ସଭାପତି , ଅକ୍ଷୟ କୁମାର ସାହୁ ସମ୍ପାଦକ 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ଓକିଲ ସଂଘର ବିଭିନ୍ନ ପଦପଦବୀ ନିମନ୍ତେ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସକାଳ ୮ଟାରୁ ଅପରାହ୍ନ ୪ଟା ଯାଇ ମତଦାନ ଜାରିରହିଥିଲା। ଆଇନଜୀବୀ ଦଣ୍ଡପାଣି ସ୍ୱାଇଁ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ପୂର୍ବରୁ ସମ୍ପାଦକ ପଦରେ…

ଛବିଶିରେ ପୁରିବ ଚବିଶି

୨୦ରେ ବିଜେଡ଼ିର ରାଜ୍ୟ କାର୍ଯ୍ୟକାରିଣୀ  ୨୧ରେ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ ରାଜନୈତିକ ଚିଠା ପ୍ରସ୍ତାବ ସହ ସାଙ୍ଗଠନିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେବ ରୂପରେଖ ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ୨୩ ବର୍ଷ ପୁରି ଦଳ ୨୪…

ନଡ୍ଡାଙ୍କୁ କରୋନା

ନୂଆଦିଲ୍ଲୀ (ଶାସକ ପ୍ରଶାସକ)  ବିଜେପି ସଭାପତି ଜେପି  ନଡ୍ଡା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେ କୋଭିଡି ପଜିଟିଭ ଚିହ୍ନଟ ହେବା ପରେ ଆଇସୋଲେସନରେ ରହିବା ସହ ତାଙ୍କ ସହ ମିଶିଥିବା ସମସ୍ତେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି |   ରବିବାର ଦିନ ନିଜେ ଶ୍ରୀ…

ହାଇକୋର୍ଟର ବିଚାରପତିଙ୍କ  ଦ୍ଵାରା ମୋହନା ଠାରେ ଦେୱାନି ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତର…

http://www.youtube.com/watch?v=Jnrsp1UWDyg  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଆଦିବାସୀ ବହୁଳ ମୋହନା ଠାରେ ଦେୱାନି ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ ମାନ୍ୟବର ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ…