ସାରା ଦେଶରେ କରୋନା ଆକ୍ରାନ୍ତ : ୮୫୦୦୦ ଉପରେ ୧୨ ରାଜ୍ୟ, ୯୦୦୦ ତଳେ ୧୧
ନୂଆଦିଲ୍ଲୀ : ଆଜି ସକାଳ ଆଠଟା ସୁଦ୍ଧା ସାରାଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୩୩,୧୦,୨୩୫ ଚିହ୍ନଟ ହୋଇଥିବା ବେଳେ ଏ ଯାବତ ଦେଶରେ ୨୫,୨୩,୭୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଦେଶରେ ଏଯାବତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭,୨୫,୯୯୧ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୦,୪୭୨ ରେ ପହଂଚିଛି…