ଆଜି ଛତ୍ରଛାଡ ଲମ୍ବା ଡିଆଁ , ସବୁ ଜିଲ୍ଲାରୁ ମିଶେଇକି ୩୬୮୨
ଖୋର୍ଦ୍ଧା ରୁ ୭୭୫ ଜଣ ଚିହ୍ନଟ ହୋଇଥିବା ବେଳେ ରାୟଗଡା ୪୯୫
ଆଜି କରୋନାରେ ଯାଇଛି ୮ ଜଣଙ୍କ ଜୀବନ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ବି ରାଜ୍ୟରେ କରୋନା ମାରିଛି ଛତ୍ର ଛାଡ଼ ଲମ୍ବା ଡିଆଁ | ଭାଙ୍ଗିଛି ପୂର୍ବ ରେକର୍ଡ ଆଉ ଟପିଛି ଛତିଶ ଶହ ମାର୍କ | ଗତ ୨୪ ଘଣ୍ଟା ଭିତରେ…