ମହଙ୍ଗା ପଡିଲା ଗଞ୍ଜେଇ ଗାଡ଼ିରୁ ବଟି ଆଦାୟ : ନିଲମ୍ବିତ ହେଲେ ଏସ୍ଆଇ, ବନ୍ଧା ହେଲେ ୨ ହୋମ୍ଗାର୍ଡ
ମାଲକାନଗିରି / ବି ଶ୍ରୀନିବାସ ପାତ୍ର: ମହଙ୍ଗା ପଡିଲା ଗଞ୍ଜେଇ ବ୍ୟବସାୟୀଙ୍କଠାରୁ ଜୋରଜବରଦସ୍ତି ଟଙ୍କା ଆଦାୟ |ଏସ୍ଆଇ ନିଲମ୍ବିତ ଓ ଏଏସ୍ଆଇଙ୍କ ନାମରେ ମାମଲା ରୁଜୁ | ୨ ହୋମ୍ଗାର୍ଡଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା…