ବେଲପାହାଡ଼ ସହରରେ ନିର୍ମାଣ ହେବ ବହୁ ପ୍ରତିକ୍ଷିତ ରେଲୱେ ଓଭରବ୍ରିଜ୍
ଝାରସୁଗୁଡ଼ା :(ସୁଭାଷ ସହାରେ)-ବେଲପାହାଡ଼ ସହରରେ ବହୁ ଦିନରୁ ଦାବୀ ହୋଇ ଆସୁଥିବା ଏକ ରେଲୱେ ଓଭରବ୍ରିଜ୍ ନିର୍ମାଣ କରିବା ପାଇଁ ଶେଷରେ ରାଜ୍ୟ ସରକାର ନିଜର ସ୍ବୀକୃତି ଦେଇଛନ୍ତି। ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ଉଦ୍ୟମ ଯୋଗୁଁ ଶେଷରେ ବେଲପାହାଡ଼ବାସୀଙ୍କ ଅନେକ ଦିନରୁ ଦାବୀ…