ଢ଼ୋଲ ଖାଉଛି ପାହାର, ପଇସା ଖାଉଛି ହାଡ଼ି
ରାସ୍ତାରେ ଚାଲୁଛି ଏମସିଏଲର ଭାରୀଯାନ, ଗ୍ରାମବାସୀ ଖାଉଛନ୍ତି ଧୂଳି।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରସ୍ଥିତ ମଧୁବନନଗର ବାଇପାସ୍ ରାସ୍ତା ପାଲଟିଛି ଲୋକଙ୍କ ପାଇଁ ଘୋର ସମସ୍ୟାର କାରଣ। ଲଚକୁରା କୋଇଲା ଖଣିଠାରୁ ଗାନ୍ଧୀଛକ ପର୍ଯ୍ୟନ୍ତ ବାଇପାସ୍ ରାସ୍ତାରେ…