ବଡ ଦିନ ଉପଲକ୍ଷେ ରକ୍ତ ଦାନ ଶିବିର
ରେଢାଖୋଲ ସ୍ୱତନ୍ତ୍ର ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ :- ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଵଂଶାଜାଲ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ବଡ଼ଦିନ ଉତ୍ସବ ଉପଲକ୍ଷେ ରେଢ଼ାଖୋଲ ଚାଇଲଡଲାଇନ,ସନ୍ଥ କବି ଭୀମ ଭୋଇ ସ୍ବେଛାସେବୀ ସଂଗଠନ ଏବଂ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଏକ…