କିଡସ୍-ଗୀ ପବ୍ଲିକ୍ ସ୍କୁଲରେ ଭବ୍ୟ ଗୁରୁଦିବସ ପାଳିତ।
ଗୁରୁଜନଙ୍କ ପ୍ରତି ଶ୍ରଦ୍ଧା ଓ କୃତଜ୍ଞତା ଜଣାଇଲେ ଛାତ୍ରଛାତ୍ରୀ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ରାୟଗଡ଼ା ଜିଲ୍ଲା ଗୁଣପୁର ରାମେଶ୍ୱର ନଗରସ୍ଥିତ କିଡସ୍-ଗୀ ପବ୍ଲିକ୍ ସ୍କୁଲ ପରିସରରେ ଗୁରୁଦିବସ ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟର ସିନିୟର୍!-->!-->!-->…