କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ବ-ନିଧି ଯୋଜନାକୁ ଉଠା ଦୋକାନୀ ମହଲରେ ସ୍ୱାଗତ

http://www.youtube.com/watch?v=ZDcj5xEYYYY  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ  ପ୍ରଧାନମନ୍ତ୍ରୀ ସ୍ବ-ନିଧି ଯୋଜନା କାର୍ଯ୍ୟକାରିତାକୁ ସମଗ୍ର ଦେଶରେ ସ୍ୱାଗତ କରାଯାଇଥିବା ବେଳେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ମଧ୍ୟ ଏହି…

ଟିଟିଲାଗଡ ଗସ୍ତରେ କ୍ରୀଡ଼ାମନ୍ତ୍ରୀ : କ୍ରୀଡା ଭିତ୍ତିଭୂମିର କଲେ ସମୀକ୍ଷା

ଟିଟିଲାଗଡ (ଗୌରବ ଦର୍ଜୀ) :  ବଲାଙ୍ଗିର ଜିଲ୍ଲା ଗସ୍ତରେ ଥିବା କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ନିମନ୍ତ୍ରଣ କ୍ରମେ ଟିଟିଲାଗଡ ଗସ୍ତ କରି ବିଭିନ୍ନ କ୍ରୀଡା ଭିତ୍ତିଭୂମିର ସ୍ଥିତି ଅନୁଷ୍ଠିତ…

ଆଜି ଆକ୍ରାନ୍ତ ଯେତିକି,ସୁସ୍ଥ ସଂଖ୍ୟା ତା ପାଖାପାଖି 

ଭୁବନେଶ୍ୱର( ଶାସକ ପ୍ରଶାସକ) ଆଜି ସୁସ୍ଥ ହେବାରେ ରେକର୍ଡ ହୋଇଛି | ଆଜି ଆଜି ରାଜ୍ୟରେ ୪୨୭୦ ଜଣ କୋଭିଡି ପଜିଟିଭ ଚିହ୍ନଟ ହୋଇଥିବା ବେଳେ  ପାଖାପାଖି ସମପରିମାଣର ଅର୍ଥାତ ୪୧୨୧ ଜଣ ଚିକିତ୍ସାଧୀନ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି  | ଏହା ଏଯାବତ ସର୍ବକାଳୀନ ରେକର୍ଡ | ସୂଚନା ଯୋଗ୍ୟଯେ ରାଜ୍ୟରେ…

ଭୁବନେଶ୍ବର-କଟକ କୋଭିଡ ନିୟମ ପାଳନ ତତ୍ତ୍ବାବଧାନ କରିବାକୁ ଡିଜିଙ୍କୁ ନିର୍ଦ୍ଦେଶ

ଗ୍ରାମାଞ୍ଚଳର ଲୋକମାନଙ୍କ ଆର୍ଥିକ ମାନ୍ଦା ଅବସ୍ଥାରୁ ସୁରକ୍ଷିତ ରଖିବାକୁ   କାର୍ଯ୍ୟକ୍ରମକୁ ଜୋରଦାର କରାଯିବ ଆରୋଗ୍ୟଙ୍କ ସଂଖ୍ୟା ୧.୨୫ ଲକ୍ଷ, ଗତ ୫ ସପ୍ତାହରେ ଏକ ଲକ୍ଷ ଆରୋଗ୍ୟ ଭୁବନେଶ୍ବର: କୋଭିଡ ଜନିତ ଆର୍ଥକ ମାନ୍ଦା ଅବସ୍ଥାରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ…

 ଡୁଙ୍ଗରିପାଲି ଗ୍ରାମକୁ ତିନିଦିନ  ସଟ ଡାଉନ ଘୋଷଣା କଲେ ସରପଞ୍ଚ 

  ଲଉଡିଦରହା ସମବାୟ ସମିତିକୁ ଛୁଇଁଲା କରୋନା । ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲଉଡିଦରହା ପଞ୍ଚାୟତ ର ଲଇଡିଦରହା ଏବଂ ଡୁଙ୍ଗୁରିପାଲି ଗ୍ରାମରେ କରୋନା ହୋଇଥିବା ଜଣାପଡିଛି।ଲଉଡିଦରହା ଗ୍ରାମ ପଞ୍ଚାୟତ ର ସରପଞ୍ଚ ବଳରାମ ଖମାରୀ ଡୁଙ୍ଗରିପାଲି ଗ୍ରାମ କୁ ୧୬/୯/୦୨୦…

ବୈଜୟନ୍ତ ପଣ୍ଡାଙ୍କ ୨ ଦିନିଆ ମଣିପୁର ଗସ୍ତ

  ମଣିପୁରରେ ସେବା ସପ୍ତାହ ଅବସରରେ ବୃକ୍ଷରୋପଣ   ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ବିଜେପି ଉତ୍ତର-ପୂର୍ବାଞ୍ଚଳ ସଂଗଠନ ମନ୍ତ୍ରୀ ଅଜୟ ଜମୱାଲଙ୍କ ସହ ଦୁଇଦିନିଆ ମଣିପୁର…

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କାରେ ୨ ମୃତ 

 ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ)ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ବାଇକ ସ୍କୁଟି ମୁହାଁମୁହିଁ ଧକ୍କା । ଘଟଣାରେ ୨ଜଣ ମୃତ ଜଣେ ଗୁରୁତର। ମୃତକ ମାନେ ହେଲେ ସ୍କୁଟି ଅରୋହି ପ୍ରଶାନ୍ତ ନାୟକ ଏବଂ ବାଇକ ଆରୋହି ସାନୁଜ ନାୟକ । ସ୍କୁଟିରେ…

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପାଇଁ ସଂସଦର ପରାମର୍ଶଦାତା କମିଟିରେ ସୁଜିତ 

ନୂଆଦିଲ୍ଲୀ : ଓଡ଼ିଶାର ରାଜ୍ୟସଭା ସାଂସଦ ସୁଜିତ କୁମାର ସଂସଦର ଏକ ଗୁରୁତ୍ୱପୂର୍ଣ୍ଣ କମିଟିରେ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି | ତାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପାଇଁ ସଂସଦର ପରାମର୍ଶଦାତା କମିଟିର ସଦସ୍ୟ ଭାବେ  ମନୋନୀତ ହୋଇଥିବା ଜଣାପଡିଛି |

ପଦ୍ମପୁର ଅଞ୍ଚଳରେ ଅଜଣା ରୋଗ ପୋକ ଆତଙ୍କ,ଧାନ ଚାଷକୁ ବଞ୍ଚାଇବା ଚିନ୍ତାରେ ଚାଷୀ ।

ପଦ୍ମପୁର-କରୋନା ମହାମାରି ସାରା ବିଶ୍ବରେ ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ସମୟରେ ଚାଷ କାର୍ଯ୍ୟରେ କଟକଣା କୋହଲ ହେବା ପରେ ଚାଷୀ ଖୁସିରେ ଚାଷ କାର୍ଯ୍ୟରେ ଲାଗିପଡ଼ିଥିଲା । ହେଲେ ବର୍ତ୍ତମାନ ଧାନ ଚାଷରେ ରୋଗପୋକ ଆକ୍ରାନ ଚାଷୀର ମୁଣ୍ଡ ବିନ୍ଧାରକାରଣ ହେଲାଣି  ପଦ୍ମପୁର…

ଅଭିଶପ୍ତ ଦ୍ୱାରଶୁଣି, ଜୀବନ ନେଉଛି ଗଣି ଗଣି  

http://www.youtube.com/watch?v=Fg8llEuHZ5c  ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ଟ୍ରକ ପଛରୁ ଧକ୍କା ଦେଲା ଅଟୋ:୨ ମୃତ, ୧୦ ଗୁରୁତର ବାରିପଦା(ଦିଲ୍ଲୀପ ମହାନ୍ତି )-, ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ଆଜି ପୂର୍ବାହ୍ନରେ ମର୍ମନ୍ତୁଦ…