ଅଭିଶପ୍ତ ସଲପଗାଁ ଗ୍ରାମ : ବିକାଶ ଯେଉଁଠି ଦିବାସ୍ଵପ୍ଣ

 ଘୁ.ଉଦୟଗିରି/ଗଗନ କୁମାର ପ୍ରଧାନ: କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅଧିନସ୍ଥ କଟିମାହା ଗ୍ରାମପଂଚାୟତର ସଲପଗାଁ ଗ୍ରାମ I ଯାହାକି ଗ୍ରାମ ପଞ୍ଚାୟତର ୬ ନମ୍ବର ୱାର୍ଡ I ଏହି ୱାର୍ଡର ୬୦ଟି ଘରେ ୪୦୦ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି I ହେଲେ ଅଞ୍ଚଳବାସୀଙ୍କ ପାନୀୟ ଜଳ ପାଇଁ ୩ଟି ନଳକୂପ ଅଛି…

ସାମ୍ବାଦିକଙ୍କୁ ଆକ୍ରମଣ ମାମଲା ଆକ୍ରମଣ କାରୀଙ୍କ ବିରୁଦ୍ଧରେ ଦାବି ପତ୍ର।

ମ.ରାମପୁର/ଜଗତରାମ ସାହୁ: ବଲାଙ୍ଗୀର ଜିଲ୍ଲା ରେ ସରପଞ୍ଚଙ୍କ ଦବଙ୍ଗଗିରି କରିଥିବା  ସରପଞ୍ଚ ଓ ତାଙ୍କ ସହଯୋଗୀ ଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ବିଡ଼ିଓ ଙ୍କ ଜରିଆରେ ମୂଖ୍ୟମନ୍ତ୍ରୀ ଙ୍କୁ ୱେବ୍ ମିଡ଼ିଆ ସଂଘ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି ।…

କଂଗ୍ରେସ ଛାଡି ସମର୍ଥକଙ୍କ ସହ ବିଜେପିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ରାଜକିଶୋର ବେହେରା

ପୂର୍ବତନ ବିଧାୟକ କୈଳାଶ ମଲ୍ଲିକଙ୍କ ସମେତ ତିର୍ତୋଲ ନିର୍ବାଚନମଣ୍ଡଳୀର ବହୁ ନେତୃବୃନ୍ଦ ବିଜେପିରେ ସାମିଲ ଭୁବନେଶ୍ୱର : ଓଡିଶା ସମେତ ସମଗ୍ର ଭାରତବର୍ଷରେ କଂଗ୍ରେସ ଦଳ ଜନସାଧାରଣଙ୍କ ଆସ୍ଥା ହରାଇଛି । ଦଳୀୟ ଗୋଷ୍ଠୀକନ୍ଦଳରେ ଛନ୍ଦି ହୋଇ ପଡିଥିବା କଂଗ୍ରେସ ଦଳ ଏବଂ ଏହାର ନେତୃବୃନ୍ଦ…

ପୂର୍ବତନ ପାରଳା ବିଧାୟକ ସ୍ୱର୍ଗୀୟ ତ୍ରିନାଥ ସାହୁଙ୍କ ୧୧ ତମ ତିରୋଧାନ ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପାରଳା ବିଧାୟକ ସ୍ୱର୍ଗୀୟ ତ୍ରିନାଥ ସାହୁଙ୍କ ୧୧ ତମ ତିରୋଧାନ ଦିବସ ପାଳନ କରାଯାଇଛି |  ଏହି କାର୍ଯ୍ୟକ୍ରମରେ  ଗୋବିନ୍ଦ ପାଢ଼ୀ ,ସୂର୍ଯ୍ୟ…

ପି. ବି. ନିନାୱେ ପୂର୍ବତଟ ରେଳପଥର ନୂତନ ପ୍ରମୁଖ ଭଣ୍ଡାର ପ୍ରବନ୍ଧକ 

ଭୁବନେଶ୍ୱର /ଶାସକ ପ୍ରଶାସକ: 1986 ବ୍ୟାଚ୍ ର ଭାରତୀୟ ରେଳବାଇ ଷ୍ଟୋରସ ସର୍ଭିସ (ଆଇଆରଏସଏସ) ର ବରିଷ୍ଠ ଅଧିକାରୀ ଶ୍ରୀ ପ୍ରଭାକର ବାବୁରାଓ ନିନାୱେ ସୋମବାର ଦିନ ପୂର୍ବ ତଟ ରେଳପଥର ନୂତନ ପ୍ରମୁଖ  ଭଣ୍ଡାର ପ୍ରବନ୍ଧକ (ପିସିଏମଏମ-PCMM) ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ନୂତନ ପଦରେ…

ସିଡ୍ୟୁଲ ବ୍ଲକ ଦାବି ପାଇଁ ଗାଁ ଗାଁରେ କମିଟି ଗଠନ : ଅକ୍ଟୋବର ୩୦ ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନ ! 

ଝାରସୁଗୁଡ଼ା :(ସୁଭାଷ ସହାରେ):  ସିଡ୍ୟୁଲ ବ୍ଲକ ଦାବିକୁ ଶୀଘ୍ର ପୂରଣ କରିବା ପାଇଁ ସମ୍ମିଳିତ ଆଦିବାସୀ ସମାଜ ଅଣ୍ଟା ଭିଡ଼ିଛି । ବିଭିନ୍ନ ଗାଁ ମାନଙ୍କରେ  ପ୍ରସ୍ତୁତି ବୈଠକ କରି କମିଟି ଗଠନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସମ୍ମିଳିତ ଆଦିବାସୀ ସମାଜର ସାଧାରଣ ଅଧିବେଶନ ଲଇକେରା ବ୍ଲକର…

ସାମୁଦ୍ରିକ ଝଡ ‘ନୌଲ୍‌’ ପ୍ରଭାବରେ ବଙ୍ଗୋପ ସାଗରରେ ସେପ୍ଟେମ୍ବର ୨୦ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ସମ୍ଭାବନା

  ଭୁବନେଶ୍ୱର  : ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ନୌଲ୍‌’ ର ପ୍ରଭାବରେ ବଙ୍ଗୋପ ସାଗରରେ ଆସନ୍ତା ରବିବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଏହାର ଠିକ୍ ଗୋଟିଏ ଦିନ ପରେ ବଙ୍ଗୋପ ସାଗରରେ ଏହା ଅବପାତ ରୂପ ନେବ ବୋଲି ଶିକ୍ଷା ଓ ଅନୁସନ୍ଧାନ…

ଅବହେଳିତ ନୃସିଂହନାଥ ସ୍ଥିତ ପାନ୍ଥନିବାସ

ବିଭାଗୀୟ ଅପାରଗତା କାରଣରୁ ଖତ ଖାଉଛି ନବନିର୍ମିତ କଟେଜ ବରଗଡ :- ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଓ ପର୍ଯଟନ ସ୍ଥଳୀ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ସ୍ଥାନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ହଜାର ହଜାର ଯାତ୍ରୀ ତଥା…

ଏବଠୁ ଅବସ୍ଥା ଦୁର୍ବିସହ ହେଲାଣି ଏମିତି, ଆଗକୁ ପଦ୍ମପୁରବାସୀ ଜଳ ଯନ୍ତ୍ରଣା ଭୋଗିବେ କେମିତି !!!!

ପଦ୍ମପୁର ସହରରେ ଏବେ ଠୁଁ ଦେଖା ଦେଲାଣି ପାନୀୟ ଜଳ ସଂକଟ ପଦ୍ମପୁର- ବରଗଡ଼ ଜିଲ୍ଲା ପଦ୍ମପୁର ଏନଏସିରେ ଏବେ ଠାରୁ ପାନୀୟ ଜଳର ଅଭାବ ଦେଖା ଦେଲାଣି । ଏଠାରେ ପାନୀୟ ଜଳର ଅଭାବ କିଛି ନୂଆ କଥା ହୋଇ ନ ଥିଲେ ମଧ୍ୟ ଚଳିତ ବର୍ଷ ବର୍ଷା ଋତୁରେ ପାନୀୟ ଜଳ ଅଭାବ ଯୋଗୁଁ ସହରବାସୀଙ୍କ ମଧ୍ୟରେ…

ରକ୍ତଦାନ କୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର “”କାଁଏଜେ ନାଇଁ ଦେମି ରକତ “” ର  ଶୁଭ ମହୁରତ ।

ବୀରମହାରାଜପୁର / ସୁବର୍ଣ୍ଣପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୋନପୁର ମାଁ ଶୁରେଶରୀ ଙ୍କ ଠାରେ ଶୁଭ ପୂଜାର୍ଚ୍ଚନା ପରେ ପ୍ରିଅମ ପ୍ରଡକ୍ସନ ଦ୍ବାରା କୋଶଳୀ ଭାଷାରେ   ନିର୍ମିତ ସଚେତନତା ଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ""କାଁଏଜେ ନାଇଁ ଦେମି ରକତ"" ର ସୁଟିଂ ଅନୁଷ୍ଠିତ ହୋଇଯାଇଛି ।…