ପାଞ୍ଚ ଟି ଦୋକାନ ଓ ଗୋଟିଏ ବ୍ୟାଙ୍କ୍ ସିଲ୍।
ଟିଟିଲାଗଡ, (ଗୌରବ ଦର୍ଜି)- ଟିଟିଲାଗଡ ରେ ଦିନକୁ ଦିନ କୋରୋନା ରୋଗୀ ଙ୍କ ବୃଦ୍ଧି କୁ ଦେଖି ଟିଟିଲାଗଡ ପ୍ରଶାସନ କଡାକଡି କରିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ପୋଲିସ ବିଭିନ୍ନ ଛକ ସ୍ଥାନ ରେ ଛିଡ଼ା ହୋଇ ଅମାନିଆ ମାନଙ୍କଠୁ ତଣ୍ଡ ଗଣୁଥିବା ବେଳେ ପୌରପରିଷଦ କର୍ମଚାରୀ ସହର ର ବିଭିନ୍ନ…