କୃଷି ରୁଣ ଛାଡ କରିବା, କୃଷି ଅଧ୍ୟାଦେଶ ବିଲ ବାତିଲ ଆଦି ୧୫ ଦଫା ଦାବିରେ ଆନ୍ଦୋଳନ 

ଗୁଣୁପୁରରୁ ମାଧବ ବିଡ଼ିକା :  ସିପିଆଇଏମ (ଲିବରେସନ)ର  ଗଣ ସଂଗଠନ ଅଖିଳ ଭାରତ କିସାନ  ମହାସଭା (A I K M)  ତରଫରୁ  କୃଷି ରୁଣ ଛାଡ କରିବା, କୃଷି ଅଧ୍ୟାଦେଶ ବିଲ ବାତିଲ କରିବା ,  କୃଷି ଦ୍ରବ୍ୟର ସହାୟକ ମୂଲ୍ୟ ଦୁଇ ଗୁଣ କରିବା, ପ୍ରାଇଭେଟ ମଣ୍ଡି ବନ୍ଦ କରିବା  , ନୁତନ ବିଦ୍ୟୁତ ସଂଶୋଧନ…

ଅଗମ୍ୟ ଇଲାକାରେ ଉପ ଜିଲ୍ଲାପାଳ

http://www.youtube.com/watch?v=l6gZSsYoXY8  ଗୁଣୁପୁରରୁ ମାଧବ ବିଡ଼ିକା : ରାୟଗଡ ଜିଲ୍ଲାର ଅଗମ୍ୟ  ଇଲାକାରେ ଗୁଣପୁର ଉପ ଜିଲ୍ଲାପାଳ । ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ, ସୋନାଲ ଚନ୍ଦ୍ରପୁର   ଗସ୍ତକରି ବ୍ଲକ୍ ର ହନୁମନ୍ତ ପୁର ଗ୍ରାମ ପଞ୍ଚୟତର…

 ବସ ମୋଟରସାଇକେଲ ଧକ୍କା, ୨ ମୋଟରସାଇକେଲ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ

ବାରିପଦା/ଦିଲ୍ଲୀପ ମହାନ୍ତି : ମୟୂରଭଞ୍ଜ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧା  ମଙ୍ଗଳା ମନ୍ଦିର ନିକଟରେ ତାମିଲନାଡୁରୁ ବାରିପଦା ଅଭିମୁଖେ ଆସୁଥିବା ଏକ ବସ ଧକ୍କାରେ ଦୁଇଜଣ  ମୋଟର ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ଟିଏନ ୨୮ ଜେ…

 ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ ପରାମର୍ଶ କମିଟି ଓ ଋଣଜମା ଅନୁପାତ ସ୍ୱତନ୍ତ୍ର ଉପ-କମିଟି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପକ୍ଷରୁ ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ ପରାମର୍ଶ କମିଟି ଓ ଋଣଜମା ଅନୁପାତ ସ୍ୱତନ୍ତ୍ର…

ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଅନ୍ତଃରାଜ୍ୟ ଯୁବ ବିନିମୟ କାର୍ଯ୍ୟକ୍ରମ : “ଏକ ଭାରତ ଶ୍ରେଷ୍ଠ ଭାରତ”

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନେହେରୁ ଯୁବ କେନ୍ଦ୍ର ସଂଗଠନ ଓଡିଶା ପକ୍ଷରୁ ଚଳିତ ମାସର ଗତ ୨୩ ତାରିଖ ଦିନ , ଅନ୍ତଃରାଜ୍ୟ ଯୁବ ବିନିମୟ କାର୍ଯ୍ୟକ୍ରମ ,  ନେହେରୁ ଯୁବ କେନ୍ଦ୍ର ସଂଗଠନ  ମହାରାଷ୍ଟ୍ର ରାଜ୍ୟସହ “ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । …

ଧାର୍ମିକ ସଂକୀର୍ତ୍ତନ ଗୁରୁ , ଗାୟକ ଶୀରୋମଣୀ ଗାୟକ ସ୍ୱର୍ଗତ ଦେବେନ୍ଦ୍ର ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାନ ଜନନାୟକ , ଧାର୍ମିକ ସଂକୀର୍ତ୍ତନ ଗୁରୁ  , ଗାୟକ ଶୀରୋମଣୀ , ଶ୍ରୀ ଗାୟକ ଦେବେନ୍ଦ୍ର ପଟ୍ଟନାୟକଙ୍କ ୯୩ ବର୍ଷ ବୟସରେ ବୁଧବାର ଦିନ ପରଲୋକ ହୋଇଯାଇଛି ।   ୧୯୨୭ ମସିହା ଜୁନ୍ ମାସ ୨ ତାରିଖରେ  ଜନ୍ମଗ୍ରହଣ କରିଥିଲେ। ସେ ଜଣେ ମିଷ୍ଟ ଭାଷୀ…

୧୦୪ତମ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମ; ମଣିପୁରରେ ମୁଖ୍ୟ ଅତିଥି ବୈଜୟନ୍ତ ପଣ୍ଡା

ଭୁବନେଶ୍ବର/ଇମ୍ଫାଲ : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆଜି ମଣିପୁରରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧାୟଙ୍କ ୧୦୪ ତମ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ମଣିପୁର ବିଜେପି ମୁଖ୍ୟାଳୟରେ…

ଚାଷୀ ପ୍ରତିନିଧି, ବୀମା କମ୍ପାନୀ ଓ ପ୍ରଶାସନିକ ଅଧିକାରୀଙ୍କ ଆଲୋଚନା ବିଫଲ, ପୁଣି ସମୟ ମାଗିଲା ବୀମା କମ୍ପାନୀ ।

ଚାଷୀଙ୍କୁ ମିଛ କହି ଖସିଯିବା ପାଇଁ ଚେଷ୍ଟା ଚଲାଇଛି ବୀମା କମ୍ପାନୀ  ପନ୍ଦର ଦିନ ମଧ୍ୟରେ ଚାଷୀଙ୍କୁ ବୀମାରାଶି ପ୍ରଦାନ କରାନଗଲେ ଆନ୍ଦୋଳନ ତୀବ୍ରତର ପଦ୍ମପୁର-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକର ଲଖମରା, ବାଦୀକଟା ଓ ଭେଙ୍ଗରାଜପୁର ତିନିଗୋଟି ପଞ୍ଚାୟତର ଚାଷୀ ମାନେ ୨୦୧୯-୨୦ ଖରିଫ ଫସଲ…

ବିଜେପି ପ୍ରତିଷ୍ଠାତା ସାଧାରଣ ସଂପାଦକ ତଥା ଏକାତ୍ମ ମାନବବାଦ୍ର ସ୍ରଷ୍ଟା

ପଣ୍ଡିତ୍ ଦୀନଦୟାଲ ଉପଧ୍ୟାୟଜୀଙ୍କ ୧୦୫ ତମ ଜନ୍ମଜୟନ୍ତୀ ଆଜିର ପବିତ୍ର ଦିବସରେ ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟର ୧୦ ହଜାର କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଯୋଡିବାର ନିଷ୍ପତି ଭୂବନେଶ୍ୱର ୟୁନିଟ ୪ ସ୍ଥିତ ମଙ୍ଗଳା ବସ୍ତିରେ ୧୦ରୁ ଉର୍ଦ୍ଧ କନ୍ୟାରତ୍ନଙ୍କୁ ସୁକନ୍ୟା…

ଦ୍ୱାଦଶାହରେ ସ୍ବର୍ଗତଃ ରାଧେଶ୍ୟାମ ପୁରୋହିତଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି 

ପଦ୍ମପୁର(ଶାସକ ପ୍ରଶାସକ) :ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପିତା ତଥା ପ୍ରତିଷ୍ଠିତ ପୁରୋହିତ ହୋଟେଲର ପ୍ରତିଷ୍ଠାତା ସ୍ବର୍ଗତଃ ରାଧେଶ୍ୟାମ ପୁରୋହିତଙ୍କ ଦ୍ୱାଦଶାହ ଅବସରରେ ପଦ୍ମପୁର, ପାଇକମାଲ ଏବଂ ଝାରବନ୍ଧ ଅଞ୍ଚଳର ବହୁ…