ଗାନ୍ଧୀଜୟନ୍ତୀ ଉପଲକ୍ଷେ ଓଡିଶା ମୋ ପରିବାର -ଜୀବନ ବିନ୍ଦୁ ତରଫରୁ ରକ୍ତଦାନ ଶିବିର

ଭୁବନେଶ୍ୱର(ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର -୧୬  ଲକ୍ଷ୍ମୀପୁର ପ୍ରାଥମିକ ବିଦ୍ୟାଳୟ , ମୈତ୍ରୀବିହାର ପରିସରରେ ସ୍ଥାନୀୟ ପୂର୍ଵତନ କର୍ପୋରେଟର ତଥା…

ଗୁଣପୁରରେ ଗାନ୍ଧୀ ଜୟନ୍ତୀ ପାଳିତ  

ଗୁଣପୁର/ ଉପଖଣ୍ଡ ପ୍ରତିନିଧି ମାଧବ ବିଡ଼ିକା : ଗୁଣପୁର ଆଜି ଗୁଣପୁର ଉପଖଣ୍ଡ ସଦର ମହକୁମା ଠାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇ ଯାଇଛି । ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ପୁରୁଣା ବସ ଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ମୂର୍ତ୍ତୀରେ ପୁଷ୍ପ ମାଲ୍ୟ ଅର୍ପଣ…

କେଶରୀଆ ହିନ୍ଦୁ ବାହୀନିର ଗାନ୍ଧୀ ଜୟନ୍ତୀ  ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ । 

ବଲାଙ୍ଗୀର :(ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) ଅକ୍ଟୋବର ୨ ଗାନ୍ଧୀଜୀ ଓ ଶାସ୍ତ୍ରୀ ଜିଙ୍କ ଜନ୍ମଦିନ ଅବସରରେ, ଆଜି ସ୍ଥାନୀୟ ଗାନ୍ଧୀ ଭବନ ଠାରେ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ତରଫରୁ ଜୟନ୍ତୀ ପାଳନ କରାଯାଇଛି। ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ ଭୋଳ  ଗାନ୍ଧୀଜୀଙ୍କ…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କଳାହାଣ୍ଡିରେ ତିନିଟି ଶକ୍ତି ପ୍ରକଳ୍ପ ଲୋକାର୍ପିତ

http://www.youtube.com/watch?v=soyqs16o8fc  ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ବିକାଶର ନୂଆ ପରିଚୟ ସୃଷ୍ଟି କରିବ- ମୁଖ୍ୟମନ୍ତ୍ରୀ   ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଅଞ୍ଚଳର ବାନେର୍‌ ଠାରେ ଏକ…

ଟ୍ରମ୍ପ ଓ ମେଲାନିଆଙ୍କୁ କରୋନା

ୱାଶିଂଟନ୍ :  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ବ୍ୟକ୍ତିଗତ ପରାମର୍ଶଦାତା ହୋପ୍ ହିକ୍ସ କରୋନା ସଂକ୍ରମିତ ହେବା ପରେ ଆମେରିକାର ରାଷ୍ଟ୍ରପତି କରୋନା…

 ସତ୍ୟାଗ୍ରହ ସ୍ମାରକୀ ପୀଠରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି 

ସୋହେଲା (ଶାସକ ପ୍ରଶାସକ) : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆଜି ସୋହେଲା ଗାନ୍ଧୀ ଛକରେ ଥିବା ସତ୍ୟାଗ୍ରହ ସ୍ମାରକୀ ପୀଠରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ବ୍ଲକ ଚେୟାରମ୍ୟାନ…

ଇଛାଶକ୍ତି ଥିଲେ ଗୋଟିଏ ଦିନରେ ହେବ କୋର୍ଟ

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପାଖଣ୍ଡର ପାଇକମାଲ ବ୍ଲକ ରେ ଗୋଟେ JMFC କୋର୍ଟ ହେବା ଘୋଷଣା ହୋଇ ସାରିଛି । ଏହି କୋର୍ଟ ପାଇଁ ମାନ୍ୟବର ଜିଲ୍ଲା ଜଜ ଏକାଧିକ ଥର ପାଇକମାଲ ଆସି ନୂତନ କୋର୍ଟ ପରିସର ତିଆରି ହେବା ପର୍ଯନ୍ତ ଅସ୍ଥାୟୀ ଭାବରେ କୋର୍ଟ କାର୍ଯ୍ୟ ପରିଚାଳନା କରିବା ପାଇଁ ପାଇକମାଲ…

୬୫ ପ୍ରତିଶତ ଲୋକଙ୍କ ଠାରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି : ଜିଲ୍ଲାପାଳଙ୍କ ସୂଚନା

http://www.youtube.com/watch?v=EqO63xEXYT0  ପାରଳାଖେମୁଣ୍ଡି ସହରରେ କୋଭିଡ-୧୯ର ସେରୋ ସର୍ଭେ ରିପୋର୍ଟ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ସେପ୍ଟେମ୍ବର ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ହୋଇଥିବା ସେରୋ…

ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲ ଆଂଶିକ ବାତିଲ 

ଭୁବନେଶ୍ୱର: ବାଲାଙ୍ଗୀର ଏବଂ ଲୋଇସିଂହା ଷ୍ଟେସନ ମଧ୍ୟରେ ରେଳପଥ ଦୋହରୀକରଣ କାର୍ଯ୍ୟକ୍ଷମ ସମ୍ବନ୍ଧୀୟ ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି 9 ରୁ 18 ଅକ୍ଟୋବର, 2020 ପର୍ଯ୍ୟନ୍ତ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲକୁ ଆଂଶିକ ବାତିଲ କରିବାକୁ…

ବଢ଼ିଲା ମିଆଦ :ବାହାର ଜିଲ୍ଲା ଲୋକଙ୍କୁ  ସ୍ୱର୍ଗଦ୍ୱାର ମନା 

 ପୁରୀ(ଶାସକ ପ୍ରଶାସକ)  : କରୋନା ମହାମାରୀକୁ ଦୃଷ୍ଟିରେ ରଖି ସ୍ବର୍ଗଦ୍ବାରଠାରେ ବାହାର ଜିଲ୍ଲା ଏବଂ ଅନ୍ୟରାଜ୍ୟର ବ୍ୟକ୍ତିଙ୍କ ଶବଦାହ ଏବଂ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ଜାରି କଟକଣାକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।  ମାତ୍ର କୋଭିଡ ନୀୟମ ଅନୁପାଳନ କରି ପୁରୀ…