କଡା ସୁରକ୍ଷା ସହ ପହଞ୍ଚିଲା ଜିଲ୍ଲାରେ ୪୫୦୦ କରୋନା ଟୀକା
http://www.youtube.com/watch?v=d3nQQoyGjT0
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବହୁ ପ୍ରତୀକ୍ଷିତ କରୋନା ଟୀକା କୋ-ଭ୍ୟାକସିନ ଗଜପତି ଜିଲ୍ଲା ନିମନ୍ତେ ଟୀକାକରଣ ପାଇଁ ବୁଧବାର ଦିନ ରାତିରେ ପାରଳାଖେମୁଣ୍ଡି ଠାରେ ପୋଲିସର କଡା-ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱର ଠାରୁ…