କାଲି କୋଭିଡ଼-୧୯ ଟୀକାକରଣ : ଓଡିଶା ପ୍ରସ୍ତୁତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ୧୬୧ ଟି ସାଇଟରେ କୋଭିଡ଼-୧୯ ବିରୁଦ୍ଧରେ ଆସନ୍ତାକାଲିର ଟୀକାକରଣ କାର୍ଯ୍ୟକ୍ରମ ପାଇଁ ଓଡିଶା ପ୍ରସ୍ତୁତ ହୋଇଛି ଯେଉଁଥିରେ ୧୬୧୦୦ ଜଣଙ୍କୁ ଟିକା ଦିଆଯିବ | ଟିକା ସମସ୍ତ ଜିଲ୍ଲା ଏବଂ କୋଲ୍ଡ ଚେନ୍ ପଏଣ୍ଟରେ ପହଞ୍ଚିଛି ଏବଂ ଆସନ୍ତାକାଲିର ଟୀକାକରଣ ପାଇଁ ସମସ୍ତ…