ଚାଷି ସମସ୍ୟା ସମାଧାନ ଦାବିରେ ୨୧ରେ ପଶ୍ଚିମ ଓଡିଶା ବିଜେପି ଘେରିବ ଆରଡିସି କାର୍ଯ୍ୟାଳୟ
ସମ୍ବଲପୁର/ରମାକାନ୍ତ ବିଶ୍ବାଳ :ବର୍ତ୍ତମାନ ସାରା ରାଜ୍ୟରେ ଚାଷି କୂଳ ନିଜ ଉତ୍ପାଦିତ ଧାନ ବିକ୍ରି କରିନପାରି ଚିନ୍ତା ରେ ଥିବାବେଳେ ରାଜ୍ୟ ସରକାର ଚାଷି ଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ବିରୋଧୀ ଦଳନେତା ପ୍ରଦିପ୍ତ ନାଏକ ଅଭିଯୋଗ କରିଛନ୍ତି ।…