ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ସମ୍ବର୍ଦ୍ଧନା।
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲାର ନବନିର୍ବାଚିତ କଂଗ୍ରେସ ସଭାପତି ଭରତ ଅୱସ୍ତିଙ୍କୁ ବ୍ରଜରାଜନଗର କଂଗ୍ରେସ କମିଟି ସ୍ଥାନୀୟ ମଣ୍ଡଳୀୟାସ୍ଥିତ କାଳୀ ମନ୍ଦିର ପ୍ରାଙ୍ଗଣରେ ସମ୍ବର୍ଦ୍ଧନା ଜଣାଇଛି।
ଗତ ନିର୍ବାଚନରେ ଦଳ ପକ୍ଷରୁ ବରଗଡ଼ ସଂସଦ ପ୍ରାର୍ଥୀ ହୋଇଥିବା ବରିଷ୍ଠ…