ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ସଚେତନତା

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡ଼ଭା ପଞ୍ଚାୟତ ଡଭା କଲେଜ ଠାରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ମାସ ଆନୁକୂଲ୍ୟ ରେ ଅନୁଷ୍ଠିତ ହୋଇଛି।କାର୍ଯ୍ୟକ୍ରମ କୁ ମାସ ର ସଂଯୋଜକ ଆଦିକନ୍ଦ ବିଶ୍ୱାଳ ପରିଚାଳନା କରିଥିଲେ।ଅଞ୍ଚଳର ଡ୍ରାଇଭର ମାନେ ଏହି…

ଖିଦମତ କମିଟୀ ପକ୍ଷରୁ ଦୁଇ ଜଣ ଝିଅଙ୍କ ବାହା ଘର ପାଇଁ ସହାୟତା ପ୍ରଦାନ

ଝାରସୁଗୁଡ଼ା :(ସୁଭାଷ ସହାରେ)- ଖିଦମତ କମିଟୀ ପକ୍ଷରୁ ଦୁଇ ଜଣ ଝିଅଙ୍କ  ବାହା ଘର ପାଇଁ ସହାୟତା ପ୍ରଦାନ କରାଯାଇଛି। ପ୍ରକାଶ ଯୋଗ୍ୟ ଯେ,ସ୍ଥାନିୟ ମଙ୍ଗଳ ବଜାର ଏବଂ ପୁର୍ଣା ଗ୍ରାମର ଦୁଇ ଝିଅଙ୍କ  ବାହାଘରପାଇଁ  ଅତି ଦରକାରି ସାମଗ୍ରି କମିଟୀ ପକ୍ଷରୁ ପ୍ରଦାନ କରି ମାନବୀୟ ସହାୟତାର ପ୍ରମାଣ…

ସ୍ବର୍ଗତାଃ ଲୋପାମୁଦ୍ରା ରଥଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି 

 ବରଗଡ  :- ସ୍ବର୍ଗତାଃ ଲୋପାମୁଦ୍ରା ରଥଙ୍କ ଦ୍ୱାଦଶାହ କାର୍ଯ୍ୟ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଲୁଦୁପାଲି ଗ୍ରାମରେ ହୋଇଥିଲା। ବହୁ ଜନ ସମାଗମରେ ରାଜ୍ୟ ତଥା ରାଜ୍ୟ ବାହାର ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଶୋକ ସଂତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ବରିଷ୍ଠ ଆଇନଜୀବୀ ଶରଦ ପ୍ରଧାନଙ୍କ…

ବିଜୁ ଯୁବ ଜନତା ଦଳର ଡିଜିଟାଲ ଡ୍ରାଇଭ୍ କର୍ମଶାଳା 

ଭଟଲି  :- ( ସୁଧୀର ତ୍ରିପାଠୀ )ବରଗଡ଼ ଜିଲ୍ଲା ଭଟଲି ବିଧାନ ସଭା  ବୈଠକ ପ୍ରକାଶପୁର ଠାରେ ବିଜୁ ଯୁବ ଜନତା ଦଳର ଡିଜିଟାଲ ଡ୍ରାଇଭ୍ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବ୍ରତ ବେହେରା, ଭଟଲି ବିଜେଡି ସଭାପତି ଶ୍ରୀ ଗୋବିନ୍ଦ ଭୋଇ, ବିଜେଡି କର୍ମୀ…

କୋଭିଡ ଆତଙ୍କ : ଭିସୁଟ ବଂଦ ଘୋଷଣା 

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) : ପ୍ରାୟ ୨୫ ଜଣରୁ ଅଧିକ ଛାତ୍ର ପୁଣି କୋଭିଡ ଆକ୍ରାନ୍ତ ହେଵା ଘଟଣା ପରେ ବୀର ସୁରେନ୍ଦ୍ର ସାଇ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (VSSUT)କୁ ଜିଲ୍ଲା ପ୍ରଶାସନ ଅନ୍ୟାଦେଶ ପର୍ଯ୍ୟନ୍ତ  ବନ୍ଦ ଘୋଷଣା କରିଥବା ଜଣାପଡିଛି  | ଜିଲ୍ଲା ପ୍ରଶାସନ ବିଶ୍ୱବିଦ୍ୟାଳୟର…

କୁଚିଣ୍ଡାରେ ସେକ୍ସ ରାକେଟ୍‌ ଠାବ: ୨ ଜଣ ଗ୍ରାହକ, ଜଣେ ମହିଳାଙ୍କ ସହ  ଜଣେ ଯୁବତୀ  ଗିରଫ I

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)-କୁଚିଣ୍ଡା ସହର  ୱାର୍ଡ ନମ୍ବର ୭  ଜ୍ୟୋତିପଡା  ଥିବା ଏକ ଭଡ଼ାଘରୁ ସେକ୍ସ ରାକେଟ୍‌ ଠାବ କରିଛି ପୋଲିସ୍‌। ଏହି ଘଟଣାରେ ପୋଲିସ୍‌ ୨ ଜଣ ଗ୍ରାହକଙ୍କୁ ଗିରଫ କରିଥିବା ବେଳେ ଜଣେ ମହିଳା ଙ୍କ ସମେତ ଜଣେ ଯୁବତୀ ଙ୍କୁ  ମଧ୍ୟ ଅଟକ ରଖିଛି। ଉକ୍ତ ଘରେ ବହୁଦିନ ଧରି…

ସନ୍ଥ ଶିରୋମଣି ରବିଦାସଙ୍କ ୬୪୪ ତମ ଜିଲ୍ଲାସ୍ତରୀୟ ଜୟନ୍ତୀ 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)-ଗୁରୁ ରବିଦାସ ଜୟନ୍ତୀ ଆଜି ସମଗ୍ର ଦେଶରେ ପାଳିତ ହୋଇଯାଇଛି I ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ଅବଦାନ ଅତୁଳନୀୟ I  ଏହି ଅବସରରେ ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ଠାରେ ଓଡିଶା ରବି ଦାସ ସମାଜ ସମ୍ବଲପୁର ଜ଼ିଲ୍ଲା ଶାଖା ପକ୍ଷରୁ ଜ଼ିଲ୍ଲା…

ନୂଆପଡାରେ ପୁଣି ମାଓବାଦୀଙ୍କ ସକ୍ରିୟ ପଦଧ୍ୱନି 

ସୂନାବେଡା ଅଭୟାରଣ୍ୟର ଚେରେଚୁଆଁ ୨୦ କିଲୋ ଓଜନର ଲ୍ୟାଣ୍ଡମାଇନ୍ସ ଠାବ ନୂଆପଡା(ଅମିତ ପୁରୋହିତ): ଅନେକ ଦିନର ନିରବତା ପରେ ପୁଣି ଥରେ ନୂଆପଡା ଜିଲ୍ଲାରେ ମାଓବାଦୀ ମାନେ ନିଜର ଉପସ୍ଥିତି ଜାହିର କରିଛନ୍ତି । ମାଓବାଦୀ ମାନଙ୍କ ଏକ ବଡଧରଣର ବିସ୍ଫୋରଣ ଘଟାଇବାର ଯୋଜନା କୁ ପଣ୍ଡ କରିଛି ୨୧୬…

ପୁଣି ବାହାହେଲେ ବିଧାୟକ ରାଜୁ ଢୋଲକିଆ 

୨୦ ଯୋଡା  ବରବଧୁଙ୍କ ସାମୁହିକ ବିବାହ  ନୂଆପଡା(ଅମିତ ପୁରୋହିତ ) : ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆଙ୍କ କାଞ୍ଚନବେନ ରଷିକଲାଲ ଢୋଲକିଆ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ଦିନ ସଦରବ୍ଲକ ଆମସେନା ସ୍ଥିତ ଗୁରୁକୁଳ ଆଶ୍ରମରେ  ସାମୁହିକ ବିବାହ ସମ୍ପର୍ନ୍ନ…

ନୂଆପଡାରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ନୂଆପଡା/ଅମିତ ପୁରୋହିତ : ସ୍ଥାନୀୟ ସହର ତେଲିପଡା ପୋଖରୀ ହିଡରେ ଜିଲ୍ଲା ପ୍ରଶାସନ ତରଫରୁ  ଦେବା ସହ ଶୁକ୍ରବାର ଦିନ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା ।  କିନ୍ତୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ସହ କିଛି ସମୟ ଧରି ସେଠାରେ ଉତ୍ତେଜନା ଦେଖା ଯାଇଥିଲା ଓ ଲୋକେ ଜାତିୟ ରାଜପପଥ…