ଗୁରୁ ପୂଜନ ତଥା ସମ୍ବର୍ଦ୍ଧନା ଉତ୍ସବ: ଭଞ୍ଜନଗରରେ ପାଳିତ ହେଲା ଶିକ୍ଷକ ଦିବସ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗୁରୁ ପୂଜନ ତଥା ସମ୍ବର୍ଦ୍ଧନା ଉତ୍ସବ (ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ୧୩୯ତମ ଜନ୍ମ ଜୟନ୍ତୀ) ମିଳିତ ପ୍ରାଥମିକ ଶିକ୍ଷକ ସଂଘ, ଭଞ୍ଜନଗର ଦ୍ଵାରା ଆୟୋଜିତ ହୋଇଥିଲା ବେଲେଶ୍ୱର କଲ୍ୟାଣ ମଣ୍ଡପ (କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ!-->!-->!-->…