ବେଲଗୁଣ୍ଠା ବିଜ୍ଞାନସ୍ନାତକ ମହାବିଦ୍ୟାଳୟ ର ଶିକ୍ଷା ବିଭାଗର ପାଠଚକ୍ର

14

ବେଲଗୁଣ୍ଠା-:11/11/2026-(ଶିବରାମ ଚୌଧୁରୀ )-:ବେଲଗୁଣ୍ଠା ସ୍ନାତକ ବିଦ୍ୟାଳୟ ରେ ଶିକ୍ଷାବିଭାଗ ତରଫୁର “ପ୍ରାଚୀନ ଓ ମଧ୍ୟ ଯୁଗୀୟ ଶିକ୍ଷା ବ୍ୟବସ୍ଥା ବିଷୟରେ ପାଠ ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ପାଠ ଚକ୍ରରେ ମୁଖ୍ୟଅତିଥି ରୂପେମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ଏବଂଅଧ୍ୟାପକ ଅଶୋକ କୁମାର ସ୍ଵାଇଁ,ଅଜୟ କୁମାର ବିଶ୍ଵାଳ, ସପନ କୁମାର ପ୍ରଧାନ ଓ ଅଧ୍ୟାପିକା ଲକ୍ଷ୍ମୀ ଗୌଡ଼ ଅତିଥି ରୂପେ ଯୋଗ ଦେଇଥିଲେ । ବିଭାଗୀୟ ଅଧ୍ୟାପିକା ପିଙ୍କି ପାତ୍ର ଏହିପାଠଚକ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।+3 ତୃତୀୟ ବର୍ଷ ର ଛାତ୍ରୀ ସୁଶ୍ରୀ ପ୍ରିୟଦର୍ଶନି ସ୍ୱାଇଁ ସନ୍ଦର୍ଭ ପାଠକରି ଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିଭାଗର ଛାତ୍ରଛାତ୍ରୀ ଯୋଗଦେଇଥିଲେ ଏବଂ ଶେଷରେ ବିଭାଗୀୟ ଅଧ୍ୟାପିକା ପିଙ୍କି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.