ପୂର୍ବତଟ ରେଳପଥର ଆହୁରି 40 ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ କୋଭିଡି ଟୀକା 

ଭୁବନେଶ୍ୱର (ଶାସକ ପ୍ରଶାସକ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନର ଏକ ଅଂଶ ଭାବରେ, କୋଭିଡ୍ -19 ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍ ଏବଂ ଅନ୍ୟାନ୍ୟ ମେଡିକାଲ୍ କର୍ମଚାରୀଙ୍କ ସମେତ…

ଧାନ କିଣାରେ ଅନିୟମିତତା ଅଭିଯୋଗରେ ୧୦ ଜଣ ପ୍ୟାକ୍ସ ସଂପାଦକ ନିଲମ୍ବିତ

ଭୁବନେଶ୍ୱର(ଶାସକ ପ୍ରଶାସକ) :ଧାନ କିଣାରେ ଅନିୟମିତତା, ବିଭାଗ ତରଫରୁ ଧାନସଂଗ୍ରହ ବାବଦରେ ଜାରି ହୋଇଥିବା ମାର୍ଗଦର୍ଶିକାର ଉଲ୍ଲଂଘନ ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ ୧୦ ଜଣ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ସଂପାଦକଙ୍କୁ ନିଲମ୍ବନ କରାଯାଇଛିା ନିଲମ୍ବିତ ହୋଇଥିବା ପ୍ରାଥମିକ…

ଷ୍ଟାଡି ଆଣ୍ଡ ରିସର୍ଚ୍ଚ ସୋସାଇଟି ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ 

ବୁଗୁଡା(ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡ଼ାରେ ପ୍ରତିଷ୍ଠିତ " ଷ୍ଟଡ଼ି ଏଣ୍ଡ ରିସର୍ଚ୍ଚ ସୋସାଇଟି " ପକ୍ଷରୁ ସିମାଞ୍ଚଳ ମାର୍ଗରେ ଜାନୁୟାରୀ ୩୧ ତାରିଖ ଦିନ ଏକ ଆଲୋଚନା ଚକ୍ର ଗୁଗୁଲ ମିଟ୍ ଆପ୍ ମାଧ୍ୟମରେ ହୋଇଯାଇଛି। " ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ : ଏହାର ବିକାଶ ଓ ଭବିଷ୍ୟତ " ଶୀର୍ଷକ…

ଜିଏନଏମ ନର୍ସିଂ ସ୍କୁଲରେ ଛାତ୍ରୀ ନିର୍ଯ୍ୟାତନା ଅଭିଯୋଗ।ଅଟକ ରହିଲେ ନର୍ସିଂ ସ୍କୁଲର ନିର୍ଦ୍ଦେଶକ।

ଦୁଇ ଛାତ୍ରୀଙ୍କ ବିରୋଧରେ ମଧ୍ୟ ରେଗିଂ ଅଭିଯୋଗ।  କବାଟ କିଳି ରଖିଲେ ନିର୍ଯ୍ୟାତିତାଙ୍କୁ। ପ୍ରାକ୍ଟିକାଲ ପରୀକ୍ଷା ବାହାନା କରି ବାପା ମା'ଙ୍କ ସହ ସାକ୍ଷାତ କରିବାକୁ ଦେଲେ ନାହିଁ।  ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ସହରର ବେହେରାମାଲଠାରେ ଅବସ୍ଥିତ ଥିବା…

ସାମ୍ବାଦିକଙ୍କୁ ମାଡ଼ ମାମଲା। ଝାରସୁଗୁଡ଼ା ଏସପିଙ୍କ ସହ ସାକ୍ଷାତ କଲା ଜିଲ୍ଲା ସାମ୍ବାଦିକ ସଂଘ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଗତ ୩୦ ତାରିଖରେ ଝାରସୁଗୁଡ଼ାର ଜନୈକ ସାମ୍ବାଦିକଙ୍କ ଉପରେ ଦୁଇଜଣ ନିଶାସକ୍ତ ବ୍ୟକ୍ତିଙ୍କ ଦ୍ବାରା ଶାରିରୀକ ଆକ୍ରମଣ ଘଟଣାର ବିରୋଧ କରି ଓ ଉକ୍ତ ଦୁଇଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଝାରସୁଗୁଡ଼ା ଜିଲ୍ଲା ସାମ୍ବାଦିକ ସଂଘ ଆଜି…

୮ ଲେନ ବିଶିଷ୍ଟ ହେବ ପାରାଦୀପ ବଡ଼ବିଲ ରାସ୍ତା 

ଗଡ଼କରୀଙ୍କ ସହ ନବୀନଙ୍କ ବୈଠକ : ବିଭିନ୍ନ ସଡକ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ କଲେ ଆଲୋଚନା ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଠ  ଲେନ୍ ବିଶିଷ୍ଟ ହେବ  ପାରାଦ୍ୱୀପଠାରୁ ବଡ଼ବିଲ୍ ପର୍ଯ୍ୟନ୍ତ ୩୦୦ କିମି ରାସ୍ତା । ପାରାଦ୍ୱୀପରୁ ଆରମ୍ଭ ହୋଇ ଚଣ୍ଡିଖୋଲ, ଡୁବୁରି, କେନ୍ଦୁଝର, ରେମୁଳି ଦେଇ…

ଅଖିଲ ଭାରତୀୟ ମାରୱାଡି ସମ୍ମିଳନୀ, ମାରୱାଡି ଯୁବ ମଞ୍ଚ, ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର |

  କଣ୍ଟାବାଞ୍ଜି:(ଚୁଡାମଣି ସୁନା): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ରେ ଅଖିଲ ଭାରତୀୟ ମାରୱାଡି ସମ୍ମିଳନୀ ଓ ମାରୱାଡି ଯୁବ ମଞ୍ଚ, ଓଡିଶା ମୋ ପରିବାର ପକ୍ଷରୁ ମିଲିତ ଭବରେ ରକ୍ତଦାନ ଶିବିର ଆୟୋଜନ…

କଳାହାଣ୍ଡି : ଯେତେ ଘୋଡେଇଲେ ବି ଛପୁନି ବିଚିତ୍ର ଏ ଭୋକର ଭୂଗୋଳ ……

୧୩ଜଣ ଶ୍ରମିକଙ୍କୁ ପାଞ୍ଚ ଲକ୍ଷ ଟଙ୍କାରେ ବିକ୍ରି କରି ଫେରାର ଦଲାଲ  କଳାହାଣ୍ଡି / ତୁଳମଣି ନାଗ: ଓଡିଶା ରାଜ୍ୟରେ ଏକ ନମ୍ବର୍ ମାନ୍ୟତା ପାଇଥିବା  ମୁଖ୍ୟମନ୍ତ୍ରୀ ସୁଦ୍ଧା   ନିଜ ରାଜ୍ୟର କଳାହାଣ୍ଡି ଜିଲ୍ଲାରେ କାମ ବୃତ୍ତି ନ ପାଇ ହଜାର୍ ହଜାର୍ ଶ୍ରମିକମାନେ ଅନ୍ୟ ରାଜ୍ୟକୁ ଯାଇ ଅନେକ…

ମାଲକାନଗିରି ଯୁବଛାତ୍ର ସମ୍ମିଳନୀରେ ଉତ୍ସାହ ଭରିଲେ ବବି

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଆଜି ମାଲକାନଗିରି ଜିଲ୍ଲାକୁ ବିଜେଡି ଟାଣୁଆ ନେତାଙ୍କ ଗସ୍ତ ଯୋଗୁଁ ବିଜେଡି ଦଳୀୟ କର୍ମୀଙ୍କ ଉତ୍ସାହ ବହୁଗୁଣିତ ହୋଇଥିଲା ।  ଯୁବଓଛାତ୍ର  ବିଜେଡ଼ିର କର୍ମୀଙ୍କୁ ନେଇ ସଂସ୍କୃତି ଭବନରେ ଆୟୋଜିତ ସମ୍ମୀଳନିରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି…

ମଣ୍ଡି ରେ ଅବ୍ୟବସ୍ଥା ନେଇ ରାଜ ରାସ୍ତା ଅବରୋଧ କଲେ ଚାଷୀ

ମାଲକାନଗିରି  (ବି ଶ୍ରୀନିବାସ ପାତ୍ର)ମଣ୍ଡି ଅବ୍ୟବସ୍ଥା ନେଇ ରାସ୍ତାରୋକ କଲେ ଚାଷୀ। ଏଭଳି ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସଦର ଠାରେ ଦେଖିବାକୁ ମିଳିଛି। ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର କୋରୁକୋଣ୍ଡା ସଦର ସ୍ଥିତ ଖିଲଗୁଡା ଛକ ନିକଟରେ ଶତାଧିକ ଚାଷୀ ରାସ୍ତାରୋକ କରିଥିବା…