ଗଛରେ ପିଟି ହେଲା କାର , ରେଢ଼ାଖୋଲ କୋର୍ଟର ମୁଖ୍ୟ କିରାଣୀ ଓ ଦୁଇ ସରକାରୀ ଓକିଲ ଗୁରୁତର ଆହତ ।

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପୁରୁଣା ପେଟ୍ରୋଲ ପମ୍ପ ନିକଟ ଏକ ଗଛରେ ପିଟି ହୋଇ ରେଢ଼ାଖୋଲ କୋର୍ଟର ମୁଖ୍ୟ କିରାଣୀ ଓ ଦୁଇ ସରକାରୀ ଓକିଲ ଗୁରୁତର ଆହତ  ହୋଇଛନ୍ତି , ସୂଚନା ଯୋଗ୍ୟ ଯେ ଆଜି ସକାଳ 10 ଟାରେ ରେଢ଼ାଖୋଲ କୋର୍ଟର ମୁଖ୍ୟ କିରାଣୀ ସୂର୍ଯ୍ୟ…

ଓଏମସିର ଦୁଇ ଲୁହାପଥର ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟାରୁ ଉତ୍ପାଦନ ଆରମ୍ଭ: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ…

ଖଣି ଓ ଧାତବ ଶିଳ୍ପ ଉପରେ ଓଡିଶା ବିଶ୍ବର ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ହେବାକୁ ଯାଉଛି  - ମୁଖ୍ୟମନ୍ତ୍ରୀ  http://www.youtube.com/watch?v=olGTkSRoa64  ଭିତ୍ତିଭୂମି ବିକାଶ କ୍ଷେତ୍ରରେ ମିଳିମିଶି କାମ କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କ ଆହ୍ବାନ ଭୁବନେଶ୍ୱର(ଶାସକ ପ୍ରଶାସକ) - …

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ପାଳିତ।

ସମ୍ବଲପୁର  (ରମାକାନ୍ତ ବିଶ୍ବାଳ):କଶାଇବାହାଳ ସ୍ଥିତ ମହାବୀର ପଡ଼ାରେ ଅବସର ପ୍ରାପ୍ତ ରାଜ୍ୟ ପୁରସ୍କୃତ ପ୍ରଧାନ ଶିକ୍ଷୟିତ୍ରୀ ତୁଳସୀ ମଞ୍ଚରୀ ବହିଦାର ସଭାପତିତ୍ବରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବ ରେ ସମାଜସେବୀ ଓ ସାହିତ୍ୟିକ ଶ୍ରୀ…

ଏନଏଲସି କମ୍ପାନୀ କାର୍ଯ୍ୟାଳୟରେ ଶ୍ରମିକ ଅଶାନ୍ତି : ଖିଣ୍ଡା ସ୍ଥିତ ଆଦାନି କାର୍ଯ୍ୟାଳୟରେ ଭଙ୍ଗାରୁଜା ସହ ମାଡପିଟ…

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)- ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ ଖିଣ୍ଡା ତଲାବିରା କୋଇଲା ଖଣିରେ ଶ୍ରମିକ ଅଶାନ୍ତ ଦେଖା ଦେଇଛି। ଫଳ ସ୍ବରୂପ ବିସ୍ଥାପିତ ଜମିହରା ଅଶାନ୍ତ ଶ୍ରମିକ ମାନେ ସେମାନଙ୍କର ହକ ମାଗିବାକୁ ଖିଣ୍ଡା ଆଦାନି କାର୍ଯ୍ୟାଳୟକୁ ଯାଇଥିବା ସମୟରେ ଅଧିକାରୀଙ୍କ ସହ ଉଚ୍ଚ…

ଆସୁଛି ଗ୍ରୀଷ୍ମ ଋତୁ :ଝାରବନ୍ଧ ବ୍ଲକ ଅଞ୍ଚଳରେ ବହୁ ନଳକୂପ ଅଚଳ

ଝାରବନ୍ଧ-ମନୋହର ଦାଶ : ଆଗକୁ ଆସୁଛି ଖରା ଦିନ । ଯେଉଁଭଳି ଭାବେ ପାଣି ପାଗ ରେ ଅସ୍ବାଭାବିକ ପରିଵର୍ତନ ଦେଖା ଦେଉଛି ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ଅସହ୍ୟ ହେବ ବୋଲି ପୂର୍ବାନୁମାନ ପ୍ରକାଶ ପାଇଛି।ଏହି ଋତୁ ରେ ଜଳସ୍ତର କମି ଯାଉଥିବାରୁ ଉତକଟ ଜଳ କଷ୍ଟ ଦେଖାଦେବ ବୋଲି ଆଶଙ୍କା କରା ଯାଉଛି।ନଦୀ…

ସ୍ୱାସ୍ଥ୍ୟ ବିଭାଗର କରୋନା ଯୋଦ୍ଧା ମାନଙ୍କୁ କୋଭିଡ୍-୧୯ ଟିକାକରଣ: ଦ୍ଵିତୀୟ ଡୋଜ୍ ଟିକାକରଣର ପ୍ରଥମ ଦିନରେ ୬୯୬…

ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା  ପାରଳାଖେମୁଣ୍ଡି  ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ  ଜିଲ୍ଲାର ୭ ଟି ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ବୁଧବାର ଦିନ କୋଭିଡ୍ ଟିକାକରଣର ଦ୍ଵିତୀୟ ଡୋଜ୍ ଟିକାକରଣର ପ୍ରଥମ ଦିନରେ ମୋଟ ୬୯୬ ଜଣ ସ୍ୱାସ୍ଥ୍ୟ…

ପାରଳାଖେମୁଣ୍ଡିର ପ୍ରସିଦ୍ଧ ମାଁ ତାରା ତାରିଣୀ ପୀଠରେ ୨୧ତମ ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ରେଳଷ୍ଟେସନ ପ୍ଲାଟଫୋର୍ମ ପାର୍ଶ୍ୱସ୍ତ ମାଁ ତାରା ତାରିଣୀଙ୍କ ୨୧ତମ ବାର୍ଷିକ ପୂଜା ଅର୍ଚ୍ଚନା ନିଡାମ୍ବର ସହକାରେ ପାଳିତ ହୋଇଯାଇଛି।ଉଦ୍ଘାଟନୀରେ କଳସୀ (ଘଟ) ନଗର ପରିକ୍ରମା ସୀମିତ ପରିସରରେ ହେବା ଓ ଯଥା ବିଧିରେ ପୂଜା ହେବାପରେ…

ଝାଡେଶ୍ୱରୀ ସ୍ଵତନ୍ତ୍ର ବିଦ୍ୟାଳୟ ରେ ସରସ୍ଵତୀ ପୂଜା ପାଳିତ

ଝାରସୁଗୁଡ଼ା (ସୁଭାଷ ସହାରେ)-ଝାରସୁଗୁଡା ବୁରୋମାଲ ବୁଡାପଡା ଥିବା ଝାଡେଶ୍ଵରୀ ସ୍ଵତନ୍ତ୍ର ଦିବ୍ୟାଙ୍ଗ ସ୍କୁଲ ମାଁ ବାକ୍ ବାଦିନୀ ସରସ୍ଵତୀ ଙ୍କ ୨୧ ତମ ପୂଜା ଅନୁଷ୍ଠିତ ହୋଇ ଯାଇଛି । ଏଇ ଉତ୍ସବରେ ବିଦ୍ୟା ଳୟର ତିନିଜଣ ଅନ୍ତେବାସୀ, ଅନ୍ତେବାସିନୀ ସମେତ ବିଦ୍ୟାଳୟର ପ୍ରତିଷ୍ଠାତା ବିବେକାନନ୍ଦ…

ପର୍ସନାଲ ଲୋନ ପାଇଁ ହେଲା ପର୍ସ ଖୋଳ

ଧନଲକ୍ଷ୍ମୀ ଫାଇନାନ୍ସ ନାମକ ଏକ ସଂସ୍ଥାରେ ସେ ବ୍ୟକ୍ତିଗତ ଋଣପାଇଁ ଅନଲାଇନ ଆବେଦନ କରି ଯୁବକ ହରାଇଲେ  ୩୫,୭୨୪ ଟଙ୍କା ଝାରସୁଗୁଡ଼ା :(ସୁଭାଷ ସହାରେ): ଅନଲାଇନ୍ ଠକେଇର ଶିକାର ହୋଇଛନ୍ତି ଜଣେ ଯୁବକ। ଅନଲାଇନ ଋଣ ଉଠାଇବା ଲୋଭରେ  ଦେଇଥିଲେ ୩୫  ହଜାର  ୭୨୪ ଟଙ୍କା। ମିଠାକଥା କହି ଟଙ୍କା ଲୁଟି…

ଝାରସୁଗୁଡ଼ାରେ ଉଦ୍ଘାଟିତ ହେଲା  ୱାଟର ପାର୍କ 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ଜିଲ୍ଲା ଲହଣ୍ଡାବୁଡ଼ ଠାରେ ଏକ ଘରୋଇ ୱାଟର ପାର୍କ ର ଶୁଭ ଉଦ୍ଘାଟନ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଯୋଗଦାନ କରି ଉକ୍ତ…