ବିଜେପୁର ସ୍ବାସ୍ଥ୍ୟ କେନ୍ଦ୍ର ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ। 

0 2

ଟିଟିଲାଗଡ, (ଗୌରବ ଦର୍ଜୀ)-ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଜେପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଜୁନ ୨୧ ତାରିଖ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଉକ୍ତ ଯୋଗ କାର୍ଯ୍ୟକ୍ରମ ରେ ଆସନ ପ୍ରାଣାୟମ ଉପରେ ଯୋଗଗୁରୁ ନିହାରିକା ସାହୁ ଏବଂ ଯୋଗ ସଂଯୋଜକ ଶରତ ବଗର୍ତ୍ତି ଉପସ୍ଥିତ ରହି ସମ୍ୟକ୍ ଧାରଣା ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ମେଡିକାଲ ଅଫିସର ଡା. ମନ୍ଦାକିନୀ ଦାଶ , ହୋମିଓପ୍ୟାଥି ଡ଼ା. ନରେନ୍ଦ୍ର ଅଗ୍ରୱାଲ , ପରମା ସୁନା, ଉପେନ୍ଦ୍ର ବିଶି , ବିରଞ୍ଚି ବେହେରା , ଓ ଗୋବିନ୍ଦପୁର ପଞ୍ଚାୟତ ର ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

Leave A Reply

Your email address will not be published.