“ଲେଖାଶ୍ରୀ ପିପିଲି ଟିକେଟ୍ ପାଇଁ ଆଜେବାଜେ କଥା କହୁଛନ୍ତି”
୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଜେଡ଼ି ଟିକେଟ୍ ପାଇଁ ଆଶାୟୀ ଥିଲେ ଲେଖାଶ୍ରୀ !
ଭୁବନେଶ୍ୱର:ବିଜେପି ବିଧାୟକ ଓଡ଼ିଶା ବିଧାନ ସଭାରେ ଯେଉଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି, ତାହା ଉପରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତୃତ୍ୱ ମତ ରଖିବା ଉଚିତ୍ ଥିଲା ବୋଲି ବିଜେଡ଼ି ପ୍ରବକ୍ତା…